ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ମୁଥମାରି ମହିଳା କଏଦୀଙ୍କ ଦାନ୍ତ ଭାଙ୍ଗିଲେ ଅନ୍ୟ ଜଣେ ମହିଳା ବନ୍ଦୀ
ବୌଦ୍ଧ / ଏରନ୍ ନ୍ୟୁଜ / ୦୬-୦୪ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାର ଭିତରେ ଦୁଇଜଣ ମହିଳା ବିଚାରାଧିନ ବନ୍ଦୀଙ୍କ ମଧ୍ୟରେ ମାଡପିଟ ହୋଇ ଜଣଙ୍କ ମାଡରେ ଅନ୍ୟଜଣଙ୍କର ଦାନ୍ତ ଭାଙ୍ଗି ଯାଇଥିବା ବୌଦ୍ଧ ଆଦର୍ଶଥାନାରେ