ଅନ୍ୟାନ୍ୟ ତାଜା ଖବର ରାଜ୍ୟସ୍ୱଚ୍ଛ ଗ୍ରାମ , ସବୁଜ ଗ୍ରାମ , ସ୍ଵଜଳ ଗ୍ରାମ ଯୁବ ପ୍ରଶିକ୍ଷଣ ଶିବିରAren NewsMarch 7, 2021 by Aren NewsMarch 7, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୦୩ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ସ୍ୱଚ୍ଛ ଗ୍ରାମ , ସବୁଜ ଗ୍ରାମ , ସ୍ଵଜଳ ଗ୍ରାମ ଯୁବ ପ୍ରଶିକ୍ଷଣ ଶିବିର
ଅନ୍ୟାନ୍ୟ ତାଜା ଖବର ରାଜ୍ୟଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଶଂସନୀୟ କାମ , ରୋଗୀକୁ ଦେଢ଼ କିଲୋମିଟର ଖଟିଆରେ ବୋହି ଡାକ୍ତରଖାନାକୁ ନେଲେAren NewsMarch 7, 2021March 7, 2021 by Aren NewsMarch 7, 2021March 7, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୦୩ ରୋଗୀଙ୍କ ଘର ପ୍ରାୟ ଦେଢ କିଲୋମିଟର ଦୂର ଓ ରାସ୍ତା ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବପର ନଥିଲା । ଏପରି ଏକ ଅବସ୍ଥାରେ
ଅନ୍ୟାନ୍ୟ ତାଜା ଖବର ରାଜ୍ୟପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ସଚେତନତା ଉତ୍ସବAren NewsMarch 7, 2021 by Aren NewsMarch 7, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୦୩ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଦେଶରେ ଭାରତୀୟ ଜନଔଷଧି ପରିୟୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚମାନର ଔଷଧ ଯୋଗାଇ ଦିଆଯାଉଅଛି
ଅପରାଧ ତାଜା ଖବର ରାଜ୍ୟପଡୋଶିଙ୍କ ମଧ୍ୟରେ ସାଧାରଣ ବଚସା ରୁ ଗୁଳିକାଣ୍ଡ, ଜଣେ ମୃତAren NewsMarch 6, 2021 by Aren NewsMarch 6, 20210 ସୁବର୍ଣ୍ଣପୁର / ଏରନ୍ ନ୍ୟୁଜ / ୦୬ -୦୩ ( ମନବୋଧ ମଲ୍ଲିକ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଘଟଣ । ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା । ମୃତକ
ଅପରାଧ ତାଜା ଖବର ରାଜ୍ୟପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା, ପୁତ୍ରର ମୃତ୍ୟୁAren NewsMarch 6, 2021 by Aren NewsMarch 6, 20210 ବୌଦ୍ଧ / ଏରନ୍ ନ୍ୟୁଜ/ ୦୬-୦୩ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠା ନିକଟରେ ଛିଡ଼ା ହୋଇଥିବା ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା ସ୍ୱିଫ୍ଟ କାର । ଫଳରେ ଘଟଣା ସ୍ଥଳରେ ହିଁ
ତାଜା ଖବର ରାଜନୀତି ରାଜ୍ୟବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜୁ ଜୟନ୍ତୀ ଉତ୍ସବ, ଶ୍ରଦ୍ଧାଞ୍ଜଳି ଦେଲେ ଶତାଧିକ ବ୍ୟକ୍ତିAren NewsMarch 5, 2021 by Aren NewsMarch 5, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୩ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜୁ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଶତାଧିକ ବ୍ୟକ୍ତି ଓ ନେତା ମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l
ଅପରାଧ ତାଜା ଖବର ରାଜ୍ୟନିର୍ମାଣାଧୀନ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ, କେତେ ମୁଣ୍ଡ ନେବା ପରେ ଚେତିବ ଠିକା କମ୍ପାନୀ ଓ ପ୍ରଶାସନAren NewsMarch 5, 2021March 5, 2021 by Aren NewsMarch 5, 2021March 5, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୩ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଜଣେ ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ବେଳେ
ଅପରାଧ ତାଜା ଖବର ରାଜ୍ୟଗାଁକୁ ପଶିଲା ଦନ୍ତାହାତୀ, ତିନିକୋଶିଆ ଜଙ୍ଗଲ ନିଆଁକୁ ଲିଭାଇ ପାରୁନାହିଁ ବନ ବିଭାଗAren NewsMarch 5, 2021March 5, 2021 by Aren NewsMarch 5, 2021March 5, 20210 ବାଲେଶ୍ଵର / ଏରନ୍ ନ୍ୟୁଜ / ୦୫ -୦୩ ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ତିନିକୋଶିଆ ଜଙ୍ଗଲରେ ଲାଗିଥିବା ନିଆଁକୁ ବନ ବିଭାଗ ଲିଭାଇ ପାରୁନାହିଁ l ଅନ୍ୟ ପକ୍ଷରେ ଜଙ୍ଗଲ ରେ ଥିବା ଟିଏ
ଅପରାଧ ତାଜା ଖବର ରାଜ୍ୟବୁର୍ଲା ଭିମସାର, ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଯୁବକAren NewsMarch 4, 2021 by Aren NewsMarch 4, 20210 ସମ୍ବଲପୁର/ ଏରନ୍ ନ୍ୟୁଜ / ୦୪-୦୩ ( ସନ୍ତୋଷିନୀ ନାୟକ ) ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ଜଣେ ନାବାଳିକାକୁ ଅସଦାଚରଣ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଜଣେ ଯୁବକ । ଏହି
ଅପରାଧ ତାଜା ଖବର ରାଜ୍ୟରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୮ କୋଟିର ଜାଲ୍ ନୋଟ୍ ଜବତ, ୩ ଜଣ ଗିରଫAren NewsMarch 3, 2021 by Aren NewsMarch 3, 20210 କୋରାପୁଟ / ଏରନ୍ ନ୍ୟୁଜ / ୦୩ -୦୩ ରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୭.୯୦ କୋଟିର ଜାଲ୍ ନୋଟ୍ କୁ ଜବତ କରିଛି କୋରାପୁଟ ପୁଲିସ, ଏହା ସହିତ ଏଥିରେ ସମ୍ପୃକ୍ତ