ତାଜା ଖବର ରାଜନୀତି ରାଜ୍ୟବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜୁ ଜୟନ୍ତୀ ଉତ୍ସବ, ଶ୍ରଦ୍ଧାଞ୍ଜଳି ଦେଲେ ଶତାଧିକ ବ୍ୟକ୍ତିAren NewsMarch 5, 2021 by Aren NewsMarch 5, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୩ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜୁ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଶତାଧିକ ବ୍ୟକ୍ତି ଓ ନେତା ମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l
ଅପରାଧ ତାଜା ଖବର ରାଜନୀତି ରାଜ୍ୟପଂଚାୟତ ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କଲେ ନାହିଁ, ଉଚ୍ଚ ନ୍ୟାୟଳୟରେ ମାମଲାAren NewsMarch 2, 2021 by Aren NewsMarch 2, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୨-୦୩ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା କେତେକ ପ୍ରତିନିଧି ସେମାନଙ୍କ ନିର୍ବାଚନ ଖର୍ଚ୍ଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିନାହାନ୍ତି । ଏଣୁ ସେମାନଙ୍କ
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟଭାରତ ବ୍ୟବସାୟ ବନ୍ଦ ପ୍ରଭାବରେ ବୌଦ୍ଧ ଜିଲ୍ଲାର ସମସ୍ତ ଅଂଚଳରେ ବନ୍ଦ ପାଳିତAren NewsFebruary 26, 2021 by Aren NewsFebruary 26, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୨୬ -୦୨ ଜିଏସଟି ସରଳିକରଣ ଦାବି ନେଇ ଆଜି ଭାରତ ବ୍ୟବସାୟ ବନ୍ଦ ଧର୍ମଘଟ ଚାଲିଅଛି l ଏହାକୁ ସମର୍ଥନ କରି ବୌଦ୍ଧ ଜିଲାରେ ବି ଦୋକାନ
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା, ସମ୍ବଲପୁରରେ ମଧ୍ୟ ବନ୍ଦର ପ୍ରଭାବAren NewsFebruary 26, 2021 by Aren NewsFebruary 26, 20210 ସମ୍ବଲପୁର / ଏରନ୍ ନ୍ୟୁଜ / ୨୬ -୦୨ ( ସନ୍ତୋଷିନୀ ନାୟକ ) ଜିଏସଟି ଆଇନରେ ଜଟିଳତା ବିରୋଧରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟଜିଏସଟି ସରଳିକରଣ ଦାବି ନେଇ କାଲି ଭାରତ ବନ୍ଦ, ବୌଦ୍ଧ ଜିଲାରେ ବି ରହିବ ଦୋକାନ ବଜାର ବନ୍ଦAren NewsFebruary 25, 2021 by Aren NewsFebruary 25, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୨୫ -୦୨ ଜିଏସଟି ସରଳିକରଣ ଦାବି ନେଇ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି l ଏହାକୁ ସମର୍ଥନ କରି ବୌଦ୍ଧ ଜିଲାରେ ବି ଦୋକାନ
ଅନ୍ୟାନ୍ୟ ଅପରାଧ ତାଜା ଖବର ରାଜନୀତି ରାଜ୍ୟବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନAren NewsFebruary 24, 2021 by Aren NewsFebruary 24, 20210 ଭୁବନେଶ୍ୱର / ଏରନ୍ ନ୍ୟୁଜ / ୨୪ -୦୨ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ରାଇମବ୍ରାଞ୍ଚ
ଅନ୍ୟାନ୍ୟ ଅପରାଧ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟଡକାୟତି ଅଭିଯୋଗରେ ପୂର୍ବତନ ବିଧାୟକ ଓ ପୁଲିସ କନଷ୍ଟେବଲ ଗିରଫAren NewsFebruary 23, 2021 by Aren NewsFebruary 23, 20210 ଫୁଲଵାଣୀ / ଏରନ୍ ନ୍ୟୁଜ / ୨୩ -୦୨ ଡକାୟତି ଅଭିଯୋଗରେ କନ୍ଧମାଳର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଓ ତାଙ୍କର ଜଣେ ପୁଲିସ କନଷ୍ଟେବଲ ସାଥିଙ୍କୁ ଫୁଲବାଣୀ ଟାଉନ୍ ଥାନା ପୁଲିସ୍
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟକେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରାAren NewsFebruary 20, 2021 by Aren NewsFebruary 20, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୨୦ -୦୨ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତ୍ୟାହାର ଦାବି କରାଯାଇଛି l କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟବୌଦ୍ଧ ଜିଲ୍ଲା ପୁରୁଣାପାଣିରୁ ଆରମ୍ଭ ହେଲା ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ଲାଇନ ର ନିର୍ମାଣ କାମAren NewsFebruary 18, 2021 by Aren NewsFebruary 18, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୧୮ -୦୨ ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟସ୍ଥ ପୁରୁଣାପାଣିରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ଲାଇନ ର ନିର୍ମାଣ କାମ ।
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ 200 କୋଟି ଟଙ୍କାର ‘ସମଲେଇ ଯୋଜନା’ ଘୋଷଣା କଲେ ରାଜ୍ୟ ସରକାରAren NewsFebruary 17, 2021 by Aren NewsFebruary 17, 20210 ସମ୍ବଲପୁର / ଏରନ୍ ନ୍ୟୁଜ / ୧୭ -୦୨ ( ସନ୍ତୋଷିନୀ ନାୟକ ) ମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ 200 କୋଟି ଟଙ୍କାର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି ରାଜ୍ୟ ସରକାର