ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ଫଟୋ ଗ୍ୟାଲେରି ରାଜ୍ୟପୁଣି ଫେରିଲା ଶୀତ ଲହରୀ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆହୁରି ୫ ଦିନ ଜାରି ରହିବ ଶୀତ ଲହରୀAren NewsFebruary 1, 2021 by Aren NewsFebruary 1, 20210 ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୧-୦୨ ରାଜ୍ୟରେ ପୁଣି ଶୀତର ଲହରୀ ଫେରିଛି । ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ କ୍ରମାଗତଭାବେ ପ୍ରବାହିତ ହେବାରୁ ଆଗାମୀ ୩ରୁ୪ ଦିନ ପର୍ଯ୍ୟନ୍ତ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟପରଲୋକରେ ଚାହାଗୁରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟAren NewsJanuary 13, 2021 by Aren NewsJanuary 13, 20210 କଟକ / ଏରନ୍ ନ୍ୟୁଜ / ୧୩ -୦୧ ପରଲୋକରେ ଚାହାଗୁରୁ ପଦ୍ମଶ୍ରୀ ଡି ପ୍ରକାଶ ରାଓ । ଆଜି ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ରକ୍ତଦାନ ଶିବିରAren NewsJanuary 12, 2021 by Aren NewsJanuary 12, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୧୨-୦୧ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଅବସରରେ ଜାତୀୟ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ ସାହିତ୍ୟହଟିଲା କଟକଣା , ଆସନ୍ତା ୨୧ ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ନାହିଁAren NewsJanuary 10, 2021January 10, 2021 by Aren NewsJanuary 10, 2021January 10, 20210 ପୁରୀ / ଏରନ୍ ନ୍ୟୁଜ / ୧୦ -୦୧ ଆସନ୍ତା ୨୧ ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ କଟକଣା କୁ କୋହଳ କରାଯିବ ନେଇ ଘୋଷଣା କରାଯାଇଛି l ଜଗନ୍ନାଥ ଦର୍ଶନ ପାଇଁ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୮ରୁ ଖୋଲିବ ସ୍କୁଲ, ପରୀକ୍ଷା ମେ ୩ ତାରିଖରୁAren NewsJanuary 2, 2021 by Aren NewsJanuary 2, 20210 ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୨-୦୧ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଜାନୁଆରୀ ୮ରୁ ବିଦ୍ୟାଳୟ ଖୋଲି ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟଜାରି ରହିଛି ଶୀତ ଲହରି, ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ, ବୌଦ୍ଧ ୧୨.୫ ଡିଗ୍ରୀAren NewsDecember 19, 2020 by Aren NewsDecember 19, 20200 ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୯ -୧୨ ରାଜ୍ୟରେ ଜାରି ରହିଛି ଶୀତ ଲହରି l ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟ ସାହିତ୍ୟଜିଲ୍ଲାପାଳ ଚାହିଁଲେ ଜିଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ଖୋଲିବା ଲାଗି ଅନୁମତି ଦେଇ ପାରିବେAren NewsDecember 14, 2020 by Aren NewsDecember 14, 20200 ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୪-୧୨ ନିଜ ନିଜ ଜିଲାରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି । ସେମାନେ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟରେଡରିବନ୍ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମAren NewsDecember 13, 2020 by Aren NewsDecember 13, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୧୨ ବୌଦ୍ଧ ସହରର କଳବନ୍ଧ ପୋଖରୀ ଠାରେ ରେଡରିବନ୍ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ୟୁଥ୍ ରେଡକ୍ରସ ଅଧିକାରୀ ପ୍ରବିର କୁମାର
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟଭାରତ ବନ୍ଦ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲAren NewsDecember 7, 2020 by Aren NewsDecember 7, 20200 କଟକ / ଏରନ୍ ନ୍ୟୁଜ / ୦୭ -୧୨ ( ଭରତ ମହାରଣା ) ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପାଇଁ ମଙ୍ଗଳବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ଭାରତ
ଅନ୍ୟାନ୍ୟ କରୋନା ଖବର ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ସଂଗଠନ ବିକାଶ କାର୍ଯ୍ୟକ୍ରମAren NewsNovember 9, 2020 by Aren NewsNovember 9, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୦୯ -୧୧ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଗ୍ରାମଚଂଳରେ ରହିଥିବା ଯୁବ ଅନୁଷ୍ଠାନ ଗୁଡିକୁ ଅଧିକ ସକ୍ରିୟ ଏବଂ କ୍ରିୟାଭିମୁଖି କରିବା