ଅପରାଧ ତାଜା ଖବର ରାଜ୍ୟପଡୋଶିଙ୍କ ମଧ୍ୟରେ ସାଧାରଣ ବଚସା ରୁ ଗୁଳିକାଣ୍ଡ, ଜଣେ ମୃତAren NewsMarch 6, 2021 by Aren NewsMarch 6, 20210 ସୁବର୍ଣ୍ଣପୁର / ଏରନ୍ ନ୍ୟୁଜ / ୦୬ -୦୩ ( ମନବୋଧ ମଲ୍ଲିକ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଘଟଣ । ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା । ମୃତକ
ଅପରାଧ ତାଜା ଖବର ରାଜ୍ୟପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା, ପୁତ୍ରର ମୃତ୍ୟୁAren NewsMarch 6, 2021 by Aren NewsMarch 6, 20210 ବୌଦ୍ଧ / ଏରନ୍ ନ୍ୟୁଜ/ ୦୬-୦୩ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠା ନିକଟରେ ଛିଡ଼ା ହୋଇଥିବା ଏକ ଜେସିବି ବୋଝେଇ ଟ୍ରକକୁ ପିଟିଲା ସ୍ୱିଫ୍ଟ କାର । ଫଳରେ ଘଟଣା ସ୍ଥଳରେ ହିଁ
ଅପରାଧ ତାଜା ଖବର ରାଜ୍ୟନିର୍ମାଣାଧୀନ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ, କେତେ ମୁଣ୍ଡ ନେବା ପରେ ଚେତିବ ଠିକା କମ୍ପାନୀ ଓ ପ୍ରଶାସନAren NewsMarch 5, 2021March 5, 2021 by Aren NewsMarch 5, 2021March 5, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୩ ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଜଣେ ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ବେଳେ
ଅପରାଧ ତାଜା ଖବର ରାଜ୍ୟଗାଁକୁ ପଶିଲା ଦନ୍ତାହାତୀ, ତିନିକୋଶିଆ ଜଙ୍ଗଲ ନିଆଁକୁ ଲିଭାଇ ପାରୁନାହିଁ ବନ ବିଭାଗAren NewsMarch 5, 2021March 5, 2021 by Aren NewsMarch 5, 2021March 5, 20210 ବାଲେଶ୍ଵର / ଏରନ୍ ନ୍ୟୁଜ / ୦୫ -୦୩ ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ତିନିକୋଶିଆ ଜଙ୍ଗଲରେ ଲାଗିଥିବା ନିଆଁକୁ ବନ ବିଭାଗ ଲିଭାଇ ପାରୁନାହିଁ l ଅନ୍ୟ ପକ୍ଷରେ ଜଙ୍ଗଲ ରେ ଥିବା ଟିଏ
ଅପରାଧ ତାଜା ଖବର ରାଜ୍ୟବୁର୍ଲା ଭିମସାର, ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଯୁବକAren NewsMarch 4, 2021 by Aren NewsMarch 4, 20210 ସମ୍ବଲପୁର/ ଏରନ୍ ନ୍ୟୁଜ / ୦୪-୦୩ ( ସନ୍ତୋଷିନୀ ନାୟକ ) ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ଜଣେ ନାବାଳିକାକୁ ଅସଦାଚରଣ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଜଣେ ଯୁବକ । ଏହି
ଅପରାଧ ତାଜା ଖବର ରାଜ୍ୟରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୮ କୋଟିର ଜାଲ୍ ନୋଟ୍ ଜବତ, ୩ ଜଣ ଗିରଫAren NewsMarch 3, 2021 by Aren NewsMarch 3, 20210 କୋରାପୁଟ / ଏରନ୍ ନ୍ୟୁଜ / ୦୩ -୦୩ ରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୭.୯୦ କୋଟିର ଜାଲ୍ ନୋଟ୍ କୁ ଜବତ କରିଛି କୋରାପୁଟ ପୁଲିସ, ଏହା ସହିତ ଏଥିରେ ସମ୍ପୃକ୍ତ
ଅପରାଧ ତାଜା ଖବର ରାଜ୍ୟ୪ ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ପରେ ହତ୍ୟା ଧମକAren NewsMarch 3, 2021 by Aren NewsMarch 3, 20210 ବାଲେଶ୍ବର / ଏରନ୍ ନ୍ୟୁଜ / ୦୩ -୦୩ ୪ ଲକ୍ଷ ଟଙ୍କା ପାଇଁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି ଏପରିକି ଟଙ୍କା ନଦେଲେ ତାକୁ ହତ୍ୟା କରାଯିବା ନେଇ ଧମକ ମଧ୍ୟ ଦିଆଯାଇଛି
ଅପରାଧ ତାଜା ଖବର ରାଜନୀତି ରାଜ୍ୟପଂଚାୟତ ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କଲେ ନାହିଁ, ଉଚ୍ଚ ନ୍ୟାୟଳୟରେ ମାମଲାAren NewsMarch 2, 2021 by Aren NewsMarch 2, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୨-୦୩ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା କେତେକ ପ୍ରତିନିଧି ସେମାନଙ୍କ ନିର୍ବାଚନ ଖର୍ଚ୍ଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିନାହାନ୍ତି । ଏଣୁ ସେମାନଙ୍କ
ଅନ୍ୟାନ୍ୟ ଅପରାଧ ତାଜା ଖବର ରାଜ୍ୟରାୟଗଡା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ୬ଟି ସ୍ଥାନରେ ଚଢାଉAren NewsMarch 2, 2021 by Aren NewsMarch 2, 20210 ରାୟଗଡା / ଏରନ୍ ନ୍ୟୁଜ / ୦୨-୦୩ ରାୟଗଡା ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ନାଗେଶ୍ବର ସେନାପତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ
ଅନ୍ୟାନ୍ୟ ଅପରାଧ ତାଜା ଖବର ରାଜ୍ୟବୌଦ୍ଧ ଜିଲ୍ଲା ରେ ଦୁଇଟି ଦୁର୍ଘଟଣା , ୨ ଜଣଙ୍କ ମୃତ୍ୟୁAren NewsMarch 1, 2021 by Aren NewsMarch 1, 20210 ବୌଦ୍ଧ / ଏରନ୍ ନ୍ୟୁଜ / ୦୧-୦୩ ବୌଦ୍ଧ ଜିଲ୍ଲା ରେ ଆଜି ପୃଥକ ପୃଥକ ଦୁଇଟି ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି l ହରଭଙ୍ଗା ଥାନା ଅନ୍ତର୍ଗତ କୁଟିଝାର ନିକଟରେ