ଅନ୍ୟାନ୍ୟ ତାଜା ଖବର ଦେଶ- ବିଦେଶ ବାଣିଜ୍ୟ ରାଜନୀତି ରାଜ୍ୟ୨୬ ନଭେମ୍ବର ରେ ବୌଦ୍ଧ ବନ୍ଦ, ଦେଶବ୍ୟାପୀ ଧର୍ମଘଟ ସମର୍ଥନରେ ଶ୍ରମିକ କନଭେନସନAren NewsNovember 20, 2020 by Aren NewsNovember 20, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୨୦ -୧୧ ଆସନ୍ତା ୨୬ ରେ ଶ୍ରମିକ ଫେଡେରେସନ ପକ୍ଷରୁ ଆହୁତ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ବୌଦ୍ଧ ଜ଼ିଲ୍ଲା ରେ ମଧ୍ୟ ବନ୍ଦ ପାଳନ କରାଯିବ
ଅନ୍ୟାନ୍ୟ ତାଜା ଖବର ବାଣିଜ୍ୟ ରାଜ୍ୟଦିବ୍ୟାଙ୍ଗ ଯୁବକଙ୍କୁ ବୀମା ରାଶି ପ୍ରଦାନ ନକରିବାରୁ ବ୍ୟାଙ୍କ ମେନେଜରଙ୍କ ବିରୋଧରେ ଗିରଫ ପରୱାନା ଜାରୀAren NewsOctober 17, 2020 by Aren NewsOctober 17, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୧୭ -୧୦ ଅସୁବିଧା ସମୟରେ ବୀମାଧାରୀ ଓ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲକ୍ଷ୍ୟନେଇ କେନ୍ଦ୍ର ସରକାର ପ୍ରଚଳନ କରିଥିବା ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା
ଅନ୍ୟାନ୍ୟ ତାଜା ଖବର ବାଣିଜ୍ୟ ରାଜ୍ୟବୌଦ୍ଧ ଆରଟିଓ ସମତେ ରାଜ୍ୟର ୧୫ଟି ଆରଟିଓରେ ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବAren NewsOctober 7, 2020 by Aren NewsOctober 7, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୧୦ ବୌଦ୍ଧ ଆରଟିଓ ସମତେ ରାଜ୍ୟର ୧୫ଟି ଆରଟିଓରେ ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା
ଅନ୍ୟାନ୍ୟ କରୋନା ଖବର ଜୀବନଚର୍ଯ୍ୟା ତାଜା ଖବର ଦେଶ- ବିଦେଶ ବାଣିଜ୍ୟ ରାଜ୍ୟକରୋନା : ୨୦୨୧ ଜୁଲାଇ ସୁଦ୍ଧା ପ୍ରାୟ ୨୫ କୋଟି ଲୋକଙ୍କୁ ଦିଆଯିବ ଟୀକାSimun NaikOctober 5, 2020 by Simun NaikOctober 5, 20200 ନୂଆଦିଲ୍ଲୀ/ଏରନ ନ୍ୟୁଜ/୦୫.୧୦ କରୋନା କୁ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକେ ନାକେଦମ ହେଲେଣି । ଏଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ-୧୯ ଟିକା ଦିଆଯିବା ପାଇଁ ଅକ୍ଟୋବର
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ବାଣିଜ୍ୟ ମନୋରଞ୍ଜନ ରାଜ୍ୟ ସାହିତ୍ୟଭିତିଭୂମୀ ଥାଇ ବି ଅବହେଳିତ ବୌଦ୍ଧ ଜିଲାର ପର୍ଯ୍ୟଟନ ଶିଳ୍ପAren NewsSeptember 27, 2020 by Aren NewsSeptember 27, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୨୭ -୦୯ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା ଏବଂ ଜଗନ୍ନାଥ ସଂସ୍କୃତିର ଆଦିପୀଠ ହେଲା ବୌଦ୍ଧ ଭୂମୀ । ଐତିହାସିକ ବୌଦ୍ଧ ଜିଲା ପର୍ଯଟନର
ଅନ୍ୟାନ୍ୟ ଅପରାଧ ତାଜା ଖବର ବାଣିଜ୍ୟ ରାଜ୍ୟବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଗୁରୁତରSimun NaikSeptember 16, 2020 by Simun NaikSeptember 16, 20200 ବୋୖଦ୍ଧ/ଏରନ ନ୍ୟୁଜ/୧୬.୦୯ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ଜଣ ମୃତ ଜଣେ ଗୁରୁତର । ମୃତକ ମାନେ
ଅନ୍ୟାନ୍ୟ ତାଜା ଖବର ବାଣିଜ୍ୟ ରାଜନୀତି ରାଜ୍ୟବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକAren NewsSeptember 11, 2020 by Aren NewsSeptember 11, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୧୧ -୦୯ ଚଳିତ ବର୍ଷ ର ବନ୍ୟାରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି l ରାଜ୍ୟ ସାରା ଚାଷୀମାନଙ୍କ ନାହିଁ ନ ଥିବା କ୍ଷୟକ୍ଷତି
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ବାଣିଜ୍ୟ ରାଜନୀତି ରାଜ୍ୟରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା, ୪ ରୁ ୫ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗSimun NaikSeptember 9, 2020 by Simun NaikSeptember 9, 20200 ଭୁବନେଶ୍ୱର/ଏରନ ନ୍ୟୁଜ୍/୦୯.୦୯ ଆସନ୍ତା ୪/୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ସାବଧାନତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି ।
ଅନ୍ୟାନ୍ୟ ଫଟୋ ଗ୍ୟାଲେରି ବାଣିଜ୍ୟ ରାଜ୍ୟ ସାହିତ୍ୟବିଶିଷ୍ଠ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ବିୟୋଗSimun NaikSeptember 7, 2020 by Simun NaikSeptember 7, 20200 ବୋୖଦ୍ଧ/ଏରନ ନ୍ୟୁଜ/୦୭.୦୯ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଶିଷ୍ଟ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ବିୟୋଗ । ଛାତିରେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ଘରଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ AMRI ହସ୍ପିଟାଲ ଚିକିତ୍ସା
ଅନ୍ୟାନ୍ୟ ତାଜା ଖବର ବାଣିଜ୍ୟ ରାଜ୍ୟପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ଦେହାନ୍ତ, ବହୁବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶAren NewsSeptember 5, 2020September 5, 2020 by Aren NewsSeptember 5, 2020September 5, 20200 ବୌଦ୍ଧ / ଏରନ୍ ନ୍ୟୁଜ / ୦୫-୦୯ ବୌଦ୍ଧର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ବାର୍ଦ୍ଦକ୍ୟ