• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୭-୧-୨୦୨୨((ସୋମବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୭-୧-୨୦୨୨((ସୋମବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୧୭-୧-୨୦୨୨((ସୋମବାର))🌹
🌹ଦେବାଭିଷେକ ପୂର୍ଣ୍ଣିମା🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ମକର ଦି୪ନ,ପୂର୍ଣ୍ଣିମା ଦ୫୬।୫୭ ରାଘ୫।୧୫,ପୁନର୍ବସୁ ଦ୫୬।୫୩ରାଘ୫।୧୩,ମିଥୁନ ଚନ୍ଦ୍ର ଦ୦।୨୦ ରାଘ୧୦।୩୬
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S,T.) ।
ମକର ଦ୦/୨୦/୫୮ ଇଂଘ୬/୨୮/୦୬ ଗତେ ଉଦୟ ।
କର୍କଟ ଦ୦/୨୭/୫୦ ଇଂଘ ୫/ ୨୪/୫୮ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ବାୟବ୍ୟେ । ରାତ୍ରି ଘ୫।୧୫ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ରାତ୍ରି ଘ୫।୧ ୩ ଗତେ ଅଶ୍ଳେଷା ମଘା ଉତ୍ତରାଫା଼ଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶୂନୀ କୃତ୍ତିକା ମୃଗଶିରା ପୁନର୍ବସୁ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ରାତ୍ରି ଘ୧୦।୩୬ ଗତେ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଦିବା ଘ୭।୫୦ ଗତେ ଘ୯।୧୨ ମଧ୍ୟେ କାଳବେଳା । ଘ ୨।୪୧ ଗତେ ଘ୪।୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୧୯ ଗତେ ଘ୧୧।୫୭ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୫।୧୩ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପୂର୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ରାତ୍ରି ଘ୫।୧୫ ଗତେ କୁଷ୍ମାଣ୍ଡ (ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ଦେବାଭିଷେକ ପୂର୍ଣ୍ଣିମା । ଚନ୍ଦ୍ରପୂଜା ଓ ଉପବାସ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୮।୪ ମଧ୍ୟେ ଘ୧୧।୧୬ ଗତେ ଘ୧।୪୦ ମଧ୍ୟେ ରାତ୍ରି ଘ୬।୧୩ ଗତେ ଘ୮।୩୭ ମଧ୍ୟେ ଘ୧୧।୧ ଗତେ ଘ୨।୧୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୪ ଗତେ ଘ୫।୨୫ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ:

ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ସାଥୀଙ୍କ ସହ ବୁଲିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।

🌹ବୃଷ:

ବ୍ୟବସାୟରେ ଲାଭ ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଓ ଶାନ୍ତି ବଢ଼ିବ।

🌹ମିଥୁନ:

ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଶୁଭ ସୂଚନା ମିଳିବ।

🌹କର୍କଟ:

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ପ୍ରେମରେ ସଫଳ ହେବେ।

🌹ସି˚ହ:

ମିତ୍ରଙ୍କ ସହାୟତାରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।

🌹କନ୍ୟା:

ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣକରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

🌹ତୁଳା:

ମଉଜ ମଜଲିସ ଲାଗି ଅବସର ମିିଳିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସିତ ହେବେ।

🌺ବିଛା:

ଅନ୍ୟ ଉପରେ ଭରସା କରନ୍ତୁ ନାହିଁ, ଅଶାନ୍ତି ବଢ଼ିବ। ଜୀବନରେ କୌଣସି ପରିବର୍ତ୍ତନ ପାଇଁ ବିଚାର କରିବେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

🌹ଧନୁ:

ଉନ୍ନତିର ନୂଆ ସାଧନ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଘରେ ଛୋଟ ସମାରୋହର ଆୟୋଜନ କରିପାରନ୍ତି।

🌹ମକର:

ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ସଫଳ ହେବେ।

🌹କୁମ୍ଭ:

ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ।

🌹ମୀନ:

ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆଶା ପୂରା କରିବାରେ ସଫଳ ହେ‌େବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ।

Related posts

ଭବାନୀପାଟନା : ଜେଇଙ୍କୁ ଚାନ୍ଦାମାଗି ୩ ଜଣ ଠକ ମାଓବାଦୀ ଗିରଫ, ବିନା କାଗଜପତ୍ରରେ ସିମକାର୍ଡ ଯୋଗାଇ ୩ ଗିରଫ

Aren News

ଆଜି ବି ଦୁଇ ଶତକ ପାର କରୋନା, ବୌଦ୍ଧ ଜିଲାରେ ୨୭୭ ଜଣ ଓ ରାଜ୍ୟରେ ୧୧୭୩୨ ଜଣ କରୋନା ପଜିଟିଭ ଚିହ୍ନଟ

Aren News

କନ୍ଧମାଳ : ରାଷ୍ଟ୍ରୀୟ ସମ୍ମାନ ସହ ଶହିଦ୍ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |