• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୨-୧-୨୦୨୨((ବୁଧବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୨-୧-୨୦୨୨((ବୁଧବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୧୨-୧-୨୦୨୨((ବୁଧବାର))🌹
🌺🌺🌺🌺🌺🌺🌺🌺🌺🌺🌺🌺
🌹ଶାମ୍ବ ଦଶମୀ,ସୂର୍ଯ୍ୟଦେବଙ୍କ ପୂଜା ଓ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ🌹
+++++++++++++++++++++++++++++
ଅଦ୍ଯ ଧନୁ ଦି୨୮ନ, ଦଶମୀ ଦ ୨୫।୫୦ ଦିଘ୪।୪୭,ଦ୍ଵିଜା ଦ୨୦।୨୯ ଘ୨।୩୯ ମେଷ ଚନ୍ଦ୍ର ଦ୩୭।୨୨ ରାଘ୯।୨୪।
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ଧନୁ ଦ୪/୪୮/୧୬ ଇଂଘ୬/୨୭/୩୦ ଗତେ ଉଦୟ
ମିଥୁନ ଦ୫/୦୦/୫୦ ଇଂଘ ୫/୨୧/୨୪ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଉତ୍ତରେ ଦିବା ଘ୪।୪୭ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । ଉତ୍ତରେ,ବାୟବ୍ୟେ,ପଶ୍ଚିମେ ଯାତ୍ରା। ନାସ୍ତି । ଅଦ୍ୟ ଧାନ୍ୟଛେଦନ,ବାଣିଜ୍ୟକରଣ, ଶସ୍ତ୍ରାଦି ଧାରଣ, ରୁଣଦାନ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୨।୩୯ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୨୪ ଗତେ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ମେଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ଦିବା ଘ୯।୯ ଗତେ ଘ୧୦।୩୦ ମଧ୍ୟେ କାଳବେଳା ଘ୧୧।୫୧ ଗତେ ଘ୧।୧୨ ମଧ୍ୟେ ବାରବେଳା । ରାତ୍ରି ଘ୩।୯ ଗତେ ଘ୪।୪୮ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୨।୩୯ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦଶମାସ ଦିବା ଘ୨।୩୯ ଗତେ ସମ୍ବସର ଗଣ୍ଡଦୋଷ । ସ୍ଵର୍ଣ ଓ ପୀତ ବସ୍ତ୍ର ଦାନ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମ୍ବୀ (କଳମ ଶାଗ) ଦିବା ଘ୪।୪୭ ଗତେ ଶିମ୍ବିକା (ଶିମ୍ବ ) ଭକ୍ଷଣ ନିଷେଧ । ଅଦ୍ୟ ଶାମ୍ବ ଦଶମୀ । ସୂର୍ଯ୍ୟଦେବଙ୍କ ପୂଜା ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୭।୧୫ ମଧ୍ୟେ ଘ୮।୩ ଗତେ ଘ୮।୫୧ ମଧ୍ୟେ ଘ୧୧।୧୫ ଗତେ ଘ୧।୩୯ ମଧ୍ୟେ ରାତ୍ରି ଘ୬।୯ ଗତେ ଘ୬।୫୭ ମଧ୍ୟେ ଘ୮।୩୩ ଗତେ ଘ୨।୫୭ ମଧ୍ୟେ ।(ମାହେନ୍ଦ୍ର) – ଦିବା ଘ୭।୧୫ ଗତେ ଘ୮।୩ ମଧ୍ୟେ ଘ୨।୨୭ ଗତେ ଘ୪।୫୧ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ:

ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ନିଜ କାମରେ ମନୋଯୋଗ ଦିଅନ୍ତୁ, ଲାଭ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

🌹ବୃଷ:

ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ। ପ୍ରେମ ସ˚ପର୍କରେ ମନୋକାମନା ପୂରା ହେବ।

🌹ମିଥୁନ:

ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।

🌹କର୍କଟ:

ବେପାର ବୃତ୍ତିରେ ମନ ଲାଗି ରହିବ। ସାହସିକ ନିଷ୍ପତ୍ତିରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

🌹ସି˚ହ:

ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ସ˚ପର୍କୀୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି।

🌹କନ୍ୟା:

ବୁଦ୍ଧିମତ୍ତାରେ କାମ କରନ୍ତୁ, ଲାଭ ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

🌹ତୁଳା:

କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ବୈବାହିକ ଜୀବନରେ ସୁଖୀ ରହିବେ।

🌹ବିଛା:

ଆପଣ ଆତ୍ମବିଶ୍ବାସ ଭରା ରହିବେ। ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ଅତିଶୀଘ୍ର ପୂରା କରିନେବେ। ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ।

🌹ଧନୁ:

ଜୀବନରେ ମଉଜ ମଜଲିସ ପାଇଁ ଉତ୍ତମ ଅବସର ପାଇବେ। କ୍ୟାରିୟରରେ ଆପଣଙ୍କ ସହିତ ଭଲ ହୋଇପାରେ। ରାତିରେ ଭଲ ନିଦ ହେବ।

🌹ମକର:

କାହାରି ସହିତ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ୟ୍ୟରେ ବାଧା ଉପୁଜିପାରେ। ମହିଳାମାନଙ୍କ ଲାଗି ଦିନଟି ଭଲ।

🌹କୁମ୍ଭ:

ନିଜର କାମ ମନୋଯୋଗରେ କରିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ନୂଆ ଦାୟିତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ।

🌹ମୀନ:

ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟାବସାୟିକ କାମରେ ଧନଲାଭ ହେବ।

Related posts

ଭବାନୀପାଟନା : ଜେଇଙ୍କୁ ଚାନ୍ଦାମାଗି ୩ ଜଣ ଠକ ମାଓବାଦୀ ଗିରଫ, ବିନା କାଗଜପତ୍ରରେ ସିମକାର୍ଡ ଯୋଗାଇ ୩ ଗିରଫ

Aren News

ବୌଦ୍ଧ ସଂଗ୍ରହାଳୟରେ ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଶୁକ୍ଳ ଛାଡ

Aren News

ବାତ୍ୟା ‘ଆମ୍ଫନ’ର ଆଖି ୩୦ କି.ମି. , ଓଡ଼ିଶାକୁ ଛୁଇଁଲା ଆଉଟର୍ ୱାଲ୍

Aren News

ଏକ ମନ୍ତବ୍ୟ ଛାଡନ୍ତୁ |