• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୨-୧୦-୨୦୨୧((ଶୁକ୍ରବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୨-୧୦-୨୦୨୧((ଶୁକ୍ରବାର))

 🌹 ମହାବୀର ପଞ୍ଚାଙ୍ଗ🌹
🌹୨୨-୧୦-୨୦୨୧((ଶୁକ୍ରବାର))🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ଯ ତୁଳା ଦି୬ନ,ଦ୍ବିତୀୟା ଦ୪୬।୪୯ ରାଘ ୧୨।୩୧, ଦ୍ଵିଜା ଦ୩୪।୪୮ ରାଘ୭।୪୨ ମେଷ ଚନ୍ଦ୍ର ଦ୫୧।୩ରାଘ୨।୨୪
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ତୁଳା ଦ୦/୪୮/୦୫ ଇଂଘ ୫/୪୭/୨୩ ଗତେ ଉଦୟ
ମେଷ ଦ୦/୪୦/୦୨ ଇଂଘ ୫/୧୫/୧୭ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଉତ୍ତରେ ରାତ୍ରି ଘ୧୨।୩୧ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । ଉତ୍ତରେ, ବାୟବ୍ୟେ,ପଶ୍ଚିମେ ଯାତ୍ରା। ନାସ୍ତି । ଅଦ୍ୟ ଧାନ୍ୟଛେଦନ,ବାଣିଜ୍ୟକରଣ, ରୁଣଦାନ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର ।ବିଛା, ଧନୁ ଓ ମୀନ ରାଶିମାନଙ୍କର ଘାତବାର । ରାତ୍ରି ଘ୭।୪୨ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ବିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୨।୨୪ ଗତେ ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ଦିବା ଘ୮।୩୯ ଗତେ ଘ୧୧।୩୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୨୩ ଗତେ ଘ୯।୫୭ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ରାତ୍ରି ଘ୭।୪୨ ଗତେ ଦ୍ବିପାଦ ଦୋଷ । ଫଳଂ ପଶୁ ଓ ସନ୍ତାନ ହାନି । ଅନ୍ନ ଓ ତିଳକାଞ୍ଚନ ଦାନ । ରାତ୍ରି ଘ୧୨।୩୧ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତୀ (ବୋଇତି କଖାରୁ) ରାତ୍ରି ଘ୧୨।୩୧ ଗତେ ପଟୋଳ ଭକ୍ଷଣ ନିଷେଧ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୬।୩୫ ମଧ୍ୟେ ଘ୭।୨୩ ଗତେ ଘ୯।୪୭ ମଧ୍ୟେ ଘ୧୨।୧୧ ଗତେ ଘ୩।୨୩ ମଧ୍ୟେ ଘ୪।୧୧ ଗତେ ଘ୫।୧୫ ମଧ୍ୟେ ରାତ୍ରି ଘ୬।୩ ଗତେ ଘ୯।୧୫ ମଧ୍ୟେ ଘ୧୧।୩୯ ଗତେ ଘ୨।୫୧ ମଧ୍ୟେ ଘ୩।୩୯ ଗତେ ଘ୫।୧୫ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ:

କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

🌹ବୃଷ:

ସବୁ କଷ୍ଟ ନିବାରଣ ହେବ। କଥାବାର୍ତ୍ତା ଦ୍ବାରା ମାମଲାକୁ ଶାନ୍ତିରେ ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ। ମହିଳାମାନେ କିଣାକିଣି ଲାଗି ସହରକୁ ଯାଇପାରନ୍ତି।

🌹ମିଥୁନ:

ଅତ୍ୟଧିକ ଜିଦ୍ କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମରେ ସଫଳତା ପାଇବେ।

🌹କର୍କଟ:

ଆପଣଙ୍କର କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ।

🌹ସିଂହ:

ଅନ୍ୟମାନେ ଆପଣଙ୍କ ଯୋଜନା ଦ୍ବାରା ପ୍ରଭାବିତ ହେବେ। ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।

🌹କନ୍ୟା:

ଦିନଟି ବ୍ୟସ୍ତତାରେ କଟିବ। ଆପଣ କୌଣସି ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

🌹ତୁଳା:

ସମ୍ବନ୍ଧ ମାମଲାରେ ନୂତନତ୍ବ ଆସିବ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଦେଶ ଯିବାର ମଉକା ମିଳିବ।

🌹ବିଛା:

ଭାଗ୍ୟର ପୂର୍ଣ୍ଣ ସହାୟତା ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

🌹ଧନୁ:

ଆପଣ ଅଧିକାଂଶ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ମିଳିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ।

🌹ମକର:

କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି। ମନ ଚାହୁଥିବା କଂପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

🌹କୁମ୍ଭ:

ପୁରୁଣା ଝଞଟ ଠାରୁ ଦୂରରେ ରୁହନ୍ତୁ। ନିବେଶ ବିଷୟରେ ଆପଣଙ୍କୁ ନୂଆ ପରାମର୍ଶ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

🌹ମୀନ:

ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।

Related posts

ପଟାଭାଡି ର କମାଲ , ବୌଦ୍ଧରେ ବଢି ଚାଲିଛି ପଜିଟିଭଙ୍କ ସଂଖ୍ୟା , ଆଜି ପୁଣି ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ସରିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ, ୨୮୬୧ ବିଦେଶୀ ପକ୍ଷୀଙ୍କ ଆଗମନ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୯-୬-୨୦୨୧((ଶନିବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |