• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୧-୮-୨୦୨୧((ଶନିବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୧-୮-୨୦୨୧((ଶନିବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୨୧-୮-୨୦୨୧((ଶନିବାର))🌹
🌺🌺🌺🌺🌺🌺🌺🌺🌺🌺🌺🌺
ଅଦ୍ୟ ସିଂହ ଦି୪ନ,ଚତୁର୍ଦ୍ଦଶୀ ଦ୩୩।୩୦ ରାଘ୬।୫୭,ଶ୍ରବଣା ଦ୩୮।୨୯ ରାଘ୮।୫୭,ମକର ଚନ୍ଦ୍ର ଦ୬୦ ନିଶାନ୍ତ.
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ସିଂହ ଦ୦/୩୪/୪୦ ଇଂଘ ୫/୩୧/୩୪ ଗତେ ଉଦୟ
କୁମ୍ଭ ଦ୦/୩୫/୦୫ ଇଂଘ୬/୦୭/୦୪ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ପଶ୍ଚିମେ ରାତ୍ରି ଘ୬।୫୭ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବୃଷ, ସିଂହ ଓ କନ୍ୟା ରାଶି ମାନଙ୍କର ଘାତବାର । ରାତ୍ରି ଘ୮।୫୭ ଗତେ ଶତଭିଷା ପୂର୍ବ ଭାଦ୍ର ରେବତୀ ଦ୍ବି ଜା ରୋହିଣୀ ଆଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବଫାଃ ହସ୍ତା ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଦିବା ଘ୭।୬ ମଧ୍ୟେ ଘ୪।୩୨ ଗତେ ଘ୬।୭ ମଧ୍ୟେ କାଳବେଳା ।ଘ ୧।୨୨ ଗତେ ଘ୨।୫୭ ମଧ୍ୟେ ବାରବେଳା । ରାତ୍ରି ଘ୭।୩୨ ମଧ୍ୟେ ଘ୪।୬ ଗତେ ଘ୫। ୩୨ ମଧ୍ୟେ କାଳରାତ୍ରି ।ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଚତୁର୍ଦଶୀର ଏକୋଦ୍ଦିଷ୍ଟ |ଓ ପାର୍ବଣ ଶ୍ରାଦ୍ଧ । ମାଷ (ବିରି) ରାତ୍ରି ଘ୬।୫୭ ଗତେ ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ଯ ମାସ ଭକ୍ଷଣ ନିଷେଧ । ଅଦ୍ୟ ଶିବପବିତ୍ରାରୋପଣ । ଶରଣଂ
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୯।୩୨ ଗତେ ଘ୧୨।୪୪ ମଧ୍ୟେ ।ରାତ୍ରି ଘ୮।୩୧ ଗତେ ଘ୧୦।୫୫ ମଧ୍ୟେ ଘ୧୨।୩୧ ଗତେ ଘ ୨।୭ ମଧ୍ୟେ ଘ୨।୫୫ ଗତେ ଘ୪।୩୧ ମଧ୍ୟେ (ମାହେନ୍ଦ୍ର) – ନାସ୍ତି ।

🌹ମେଷ:

କୌଣସି ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରିବେ। ନୂଆ ଉତ୍ସରୁ ଲାଭ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ।

🌹ବୃଷ:

ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଧନଲାଭର ସୁଯୋଗ ଆସିବ। ପରିବାରର ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ମାନସିକ ଶାନ୍ତି ପ୍ରାପ୍ତ ହେବ।ଦୂରଯାତ୍ରାର ସୁଯୋଗ ରହିଛି।

🌹ମିଥୁନ:

ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସୁଖଦ ବାତାବରଣ ରହିବ। ଛାତ୍ରଙ୍କୁ ପରିଶ୍ରମର ଭଲ ଫଳ ମିଳିବ।

🌹କର୍କଟ:

ମନର କଥା ମନରେ ରଖନ୍ତୁ। ଅଫିସରେ ପରିବେଶ ଟିକେ ଭିନ୍ନ ରହିବ। ଆଜି କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

🌹ସିଂହ:

ଜରୁରୀ କାମରେ ଘର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କୁ ମନର କଥା କହିବେ। କଠିନ ବିଷୟ ସମ୍ପର୍କରେ ଶିକ୍ଷକଙ୍କ ସହିତ ଆଲୋଚନା କରିବେ।

🌹କନ୍ୟା:

ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ଜୀବନସାଥୀଙ୍କ ସହିତ ଧର୍ମ କାର୍ଯ୍ୟରେ ମନ ଲଗାଇବେ।

🌹ତୁଳା:

ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିରହିବ। ଆପଣଙ୍କ ତାଲିକାରେ କିଛି ନୂଆ ସଂପର୍କ ଯୋଡ଼ିବେ। ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

🌹ବିଛା:

ଅଫିସରେ ଦୀର୍ଘ ଦିନର ବାକିଆ କାମ ସଂପୂର୍ଣ୍ଣ ହେବ। ମହିଳାମାନଙ୍କୁ କୌଣସି ବିଶେଷ ଖବର ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ।

🌹ଧନୁ:

କ୍ୟାରିୟର ଲାଗି ଭଲ ଦିନଟିଏ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ଓକିଲମାନେ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ।

🌹ମକର:

ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାକୁ ଚେଷ୍ଟା କରିବେ।

🌹କୁମ୍ଭ:

ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ। ଧାର୍ମିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।

🌹ମୀନ:

ସାହାଯ୍ୟ ଲୋଡୁଥିବା ଲୋକର କାମରେ ଆସିବେ। ଅଧିକାରୀମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହ ଦେବ। ସନ୍ତାନର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।

🌻🌻🌻🌻🌻🌻🌻🌻🌻🌻🌻🌻
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹
🌹 ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା଼ 🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌻🌻🌻🌻🌻🌻🌻🌻🌻🌻🌻🌻

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସାଇବର ଅପରାଧ ରୋକିବା ପାଇଁ ପୋଲିସ ହେଲ୍ପ ଲାଇନ୍ ନମ୍ବର 7440006709

Aren News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪ ଛାତ୍ରଛାତ୍ରୀଙ୍କ କୃତିତ୍ୱ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ରେକର୍ଡ ସଂଖ୍ୟକ ୪୫ ଜଣ ଓ ରାଜ୍ୟରେ ୪୨୪୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |