• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୪-୭-୨୦୨୧((ଶନିବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୪-୭-୨୦୨୧((ଶନିବାର))

🌹 ମହାବୀର ପଞ୍ଚାଙ୍ଗ 🌹
🌹୨୪-୭-୨୦୨୧((ଶନିବାର)) 🌹
🌹{{ବ୍ଯାସ ଓ ଗୁରୁ ପୂର୍ଣ୍ଣିମା}} 🌹

🌺🌺🌺🌺🌺🌺🌺🌺🌺🌺🌺🌺
କର୍କଟ ଦି୯ନ ପୂର୍ଣ୍ଣିମା ଦ୬।୧୬ ଘ୭।୫୩ ଉତ୍ତରାଷାଢ଼ା ଦ୧୯।୧୫ ଦିଘ ୧।୫ ମକର ଚନ୍ଦ୍ର ଦ୬୦ ନିଶାନ୍ତ।
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (IS.T.)
କର୍କଟ ଦ ୧/୧୫/୩୦ ଇଂଘ ୫/୨୨/୫୬ ଗତେ ଉଦୟ
ମକର ଦ୧/୦୫/୪୦ ଇଂଘ୬/୨୨/୧୧ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ବାୟବ୍ୟେ । ଦିବା ଘ୭।୫୩ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।ବୃଷ, ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୧।୫ ଗତେ ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୭।୧୦ ଗତେ ଘ୮।୩୯ ମଧ୍ୟେ ଘ୪।୪୪ ଗତେ ଘ୬।୨୨ ମଧ୍ୟେ କାଳବେଳା । ଘ୧।୨୮ ଗତେ ଘ୩।୬ ମଧ୍ୟେ ବାରବେଳା । ରାତ୍ରି ଘ୭।୪୪ ମଧ୍ୟେ ଘ୪।୦ ଗତେ ଘ୫।୨୨ ମଧ୍ୟେ କାଳରାତ୍ରି ।ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ଦିବା ଘ୧।୫ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ୍ତି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ଯ ମାଂସ ଦିବା ଘ୭।୫୩ ଗତେ କୁଷ୍ମାଣ୍ଡ (ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁ ପୂର୍ଣ୍ଣିମା ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୯।୨୩ ଗତେ ଘ୧୨।୩୫ ମଧ୍ୟେ ରାତ୍ରି ଘ୮।୪୬ ଗତେ ଘ୧୧।୧୦ ମଧ୍ୟେ ଘ୧୨।୪୬ ଗତେ ଘ୨।୨୨ ମଧ୍ୟେ ଘ୩।୧୦ ଗତେ ଘ୪।୪୬ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।

🌹ମେଷ:

ନିଜର ବିଚାରକୁ ନିର୍ଭୀକ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ, କିନ୍ତୁ ସ୍ପଷ୍ଟ ରୂପେ କୁହନ୍ତୁ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ବକେୟା ଅର୍ଥ ପାଇବେ।

🌹ବୃଷ:

ଘରେ ସନ୍ତୁଷ୍ଟି ଭରା ଦିନଟିଏ ଅତିବାହିତ କରିବେ। ସ୍ବାଦିଷ୍ଠ ଭୋଜନ କରିବେ। ବ୍ୟବସାୟ କାମରେ ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ।

🌹ମିଥୁନ:

ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ। ଆଶାଠୁଁ ଅଧିକ ଲାଭ ପାଇବେ।

🌹କର୍କଟ:

ପୂର୍ବ ମନୋକାମନା ପୂରଣ ହେବ। ମହିଳାମାନଙ୍କ ଲାଗି ଦିନଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ।

🌹ସିଂହ:

କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ।

🌹କନ୍ୟା:

ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ନିଜର ବ୍ୟବହାରରେ ଟିକେ ବିନମ୍ରତା ରଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ।

🌹ତୁଳା:

ଆର୍ଥିକ ସ୍ଥିତି ଅନୁଯାୟୀ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ। ଅନ୍ୟ ରାଜ୍ୟରେ ବେପାର ବିସ୍ତାର କରିବା ଲାଗି ପ୍ରୟାସ କରିବେ। ସମ୍ବନ୍ଧରେ ମଧୁରତା ବଜାୟ ରହିବ।

🌹ବିଛା:

ଖୋଦକୁ ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର କରିବେ। ବିଦେଶରେ ଚାକିରି କରିବାକୁ ଇଚ୍ଛୁକ ବ୍ୟକ୍ତି କିଛି ଦିନ ଧୈର୍ଯ୍ୟ ଧରି ରୁହନ୍ତୁ।

🌹ଧନୁ:

ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ବେପାର ବୃଦ୍ଧି ଲାଗି କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ପିତାମାତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।

🌹ମକର:

ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଘର ପାଇଁ କୌଣସି ପ୍ଲାଷ୍ଟିକ ଜିନିଷ କିଣିବେ।

🌹କୁମ୍ଭ:

ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।

🌹ମୀନ:

ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ।

🌻🌻🌻🌻🌻🌻🌻🌻🌻🌻🌻🌻
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹
🌹 ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା଼ 🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌻🌻🌻🌻🌻🌻🌻🌻🌻🌻🌻🌻

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

୪ ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ପରେ ହତ୍ୟା ଧମକ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ

Aren News

Happy birthday Anupam Kher: How the actor battled facial paralysis, fought bankruptcy to emerge a winner

admin

ଏକ ମନ୍ତବ୍ୟ ଛାଡନ୍ତୁ |