• Home
  • ରାଜ୍ୟ
  • ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ

ବୌଦ୍ଧ / ଏରନ୍ ନ୍ୟୁଜ / ୨୦-୦୭ କୋଭିଡ କଟକଣା ଯୋଗୁଁ ବୌଦ୍ଧ ସହରର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ବାହୁଡା ଯାତ୍ରା ସିମିତ ସଂଖ୍ୟକ ସେବାୟତ ଓ କିର୍ତନକାରୀଙ୍କ ଉପସ୍ଥିତିରେ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ଭକ୍ତମାନେ ଗହଳି ନକରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବା ସହ ୧୪୪ ଧାରା ଜାରୀ କରାଯାଇଅଛି । ବାହୁଡା ଯାତ୍ରା ଓ ସୁନାବେଶ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ ପୋଲିସ ବିଭାଗ କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସହ ବ୍ୟାପକ ପୋଲିସ ମୃତୟନ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ : କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ନିରବ ପ୍ରାର୍ଥନା ଓ ଶପଥ ପାଠ

Aren News

ବୌଦ୍ଧ: ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ସେବୀକାମାନଙ୍କୁ ସମ୍ବର୍ଦ୍ଧନା

Aren News

ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ – ବୋର୍ଡ ସଭାପତି ରାମାଶିଷ ହାଜରା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |