• Home
  • ରାଜ୍ୟ
  • ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା
ତାଜା ଖବର ରାଜ୍ୟ

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା

👉 ଉତ୍ତରାଖଣ୍ଡରେ ପୁଣି ବଢିଲା କରୋନା କଟକଣା। ଆଉ ସପ୍ତାହେ ବଢିଲା କରୋନା କର୍ଫ୍ୟୁ
👉 କରୋନା ମୁକାବିଲା, ଆଗାମୀ ୨ ବର୍ଷ ପର‌୍ୟ୍ୟନ୍ତ ସତର୍କ ରହିବାକୁ ପଡ଼ିବ ନହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯବ।
👉 ନେହେରୁଙ୍କ ସହ ପିତାଙ୍କ ଫଟୋ ଟୁଇଟ କଲେ ସିଦ୍ଧୁ, ଆରମ୍ଭ କଲେ ମିଶନ ଜିତେଗା ପଞ୍ଜାବ
👉 ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ଜାରି ରହିବ ।
👉 ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଜନ୍ମବେଦୀରୁ ଫେରିବେ ଶ୍ରୀମନ୍ଦିର । ଅପରାହ୍ନ ୪ଟାରୁ ହେବ ରଥଟଣା
👉 ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲେ ସୌମ୍ୟରଞ୍ଜନଙ୍କ ବାପା
👉 ଆସନ୍ତାକାଲି ଦ୍ଵିତୀୟ ଦିନିକିଆ: ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଶିଖର ଧାଓ୍ଵନଙ୍କ ଯୁବ ବାହିନୀ

👉 ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ
👉 ରାଜ୍ୟରେ କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ; ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିବା ସହ ତୃତୀୟ ଲହର ଆସିନଥିବା ନେଇ ସୂଚନା
👉 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩। ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ
👉 ଏପର‌୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା ; ସେମାନଙ୍କ ମଧ୍ୟରୁ ୯୫୫୯୭୪ ଜଣ ସଂକ୍ରମିତ ଚିହ୍ନଟ ; ୯୩୦୪୧୮ ଜଣ ସୁସ୍ଥ। ରାଜ୍ୟରେ ସଂପ୍ରତି ୨୦୩୮୭ ଜଣ ସକ୍ରିୟ ସଂକ୍ରମିତ
👉 ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୧୬ ; ଖୋର୍ଦ୍ଧାରୁ ସର୍ବାଧିକ ୧୯ ମୃତ
👉 ୩୦ ଦିନ ମଧ୍ୟରେ ୭୫%ଙ୍କୁ ପ୍ରଥମ ପାନ କୋଭିଡ ଟିକାକରଣ ମୃତ୍ୟୁସଂଖ୍ୟା ହ୍ରାସ କରିପାରିବ- ଆଇସିଏମଆର
👉 ମୁମ୍ବଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
👉 ଓଡ଼ିଶା କ୍ରିକେଟ ଆସୋସିଏନ ଜରିଆରେ ହେବ କ୍ରିକେଟ ଏକାଡେମୀ। ପ୍ରଥମ ପର‌୍ୟ୍ୟାୟରେ ୧୫ଟି ଜିଲାରେ ହେବ କ୍ରିକେଟ ଏକାଡେମୀ। ତୃତୀୟ ପର‌୍ୟ୍ୟାୟରେ ଅନ୍ୟାନ୍ୟ ଜିଲାରେ ହେବ କ୍ରିକେଟ ଏକାଡେମୀ।

👉 ସୁବର୍ଣ୍ଣପୁର ଜିଲା ତରାଭ ବ୍ଲକ ପଣ୍ଡକିମାଲ ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ
👉 ବୌଦ୍ଧ -ବାଉଁଶୁଣୀ ଥାନା ପୁତନା ନିକଟରେ ବାଇକ ଓ ପିକ୍‌ଅପ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍‌କା, ଦୁଇ ବାଇକ ଆରୋହି ଗୁରୁତର ଆହାତ
👉 ବୌଦ୍ଧ -ବିଦ୍ୟାଳୟ ପରିଚାଳକ ଡିଲେ ଗୁରୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଓ ଶୋକ ସଭା ଅନୁଷ୍ଠିତ
👉 ବୌଦ୍ଧ -ଜାଇକା ଗୃହ ନିର୍ମାଣ ବିବାଦ ବଢ଼ୁଛି, ବନ ବିଭାଗ ଓ ଗ୍ରାମବାସୀଙ୍କ ଆଲୋଚନା ବିଫଳ
👉 ବୌଦ୍ଧ -ବାସୁଦେବପାଲି ଜଗନ୍ନାଥ ମନ୍ଦିରରେ ଛପନ ଭୋଗ ଲାଗି କରାଗଲା
👉 ବୌଦ୍ଧ -କୁମରକେଳି ସେବାଶ୍ରମ ସହକାରୀ ଶିକ୍ଷକ ଅରୁଣ କୁମାର ଗିରିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
👉 ବୌଦ୍ଧ -ବିଦ୍ୟୁତ ସମସ୍ୟା କୁ ନେଇ ମନମୁଣ୍ଡା ଠାରେ ବିଜେପି ପକ୍ଷରୁ ବିକ୍ଷୋଭ
👉 ବୌଦ୍ଧ -ଆସନ୍ତାକାଲି ବାହୁଡା ଯାତ୍ରା, ଆଜି କଳକି ଅବତାର
👉 ବୌଦ୍ଧ -ଜିଲାରେ ୫ ଜଣ କରୋନା ପଜିଟିଭ ଚିହ୍ନଟ
👉 ବୌଦ୍ଧ -ମନମୁଣ୍ଡା ଠାରେ ଗଞ୍ଜେଇ ଜବତ, ଜଣେ ଗିରଫ

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୧-୨୦୨୨((ଶୁକ୍ରବାର))

Aren News

ବୌଦ୍ଧ : ବିଶିଷ୍ଟ ଶିକ୍ଷାବିତ କୁମୁଦ ରଂଜନ ପଟ୍ଟନାୟକଙ୍କ ପରଲୋକ

Aren News

ପ୍ରବାସୀ ଶ୍ରମିକଙ୍କ କ୍ୱାରେନଟାଇନ , ସଚେତନତାଧର୍ମୀ କ୍ଷୁଦ୍ର ଚଳଚିତ୍ର – ଅବୁଝା ମାମୁଁ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |