• Home
  • ରାଜ୍ୟ
  • କରୋନା ଖବର, ରାଜ୍ୟରେ 3535 ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ 52
କରୋନା ଖବର ତାଜା ଖବର ରାଜ୍ୟ

କରୋନା ଖବର, ରାଜ୍ୟରେ 3535 ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ 52

ବୌଦ୍ଧ / ଏରନ୍ ନ୍ୟୁଜ / 16-06 ରାଜ୍ୟ ଓ ବୌଦ୍ଧ ଜିଲାରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଖସିଛି l ସମସ୍ତେ ସତର୍କ ରୁହନ୍ତୁ , ମାସ୍କ ପିନ୍ଧନ୍ତୁ, ଘରେ ରୁହନ୍ତୁ – ସୁସ୍ଥ ରୁହନ୍ତୁ ଏହା ଆମ ନିବେଦନ । ବୌଦ୍ଧରେ ଗୋଟିଏ ଦିନରେ 52 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତକାଲି 3535 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ଟୁଇଟ କରି ସୂଚନା ଜାରି କରିଛନ୍ତି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Covid-19 Report For 15th June

New Positive Cases: 3535
In quarantine: 2016
Local contacts: 1519

(Details of local contacts will be shared by concerned Dist Administration)

District Wise Cases:

1. Angul: 207
2. Balasore: 296
3. Bargarh: 86
4. Bhadrak: 184
5. Balangir: 18
6. Boudh: 52
7. Cuttack: 320
8. Deogarh: 25
9. Dhenkanal: 56
10. Gajapati: 27
11. Ganjam: 26
12. Jagatsinghpur: 90
13. Jajpur: 348
14. Jharsuguda: 12
15. Kalahandi: 35
16. Kandhamal: 56
17. Kendrapada: 104
18. Keonjhar: 92
19. Khurda: 533
20. Koraput: 56
21. Malkangiri: 68
22. Mayurbhanj: 153
23. Nawarangpur: 85
24. Nayagarh: 95
25. Nuapada: 15
26. Puri: 187
27. Rayagada: 73
28. Sambalpur: 39
29. Sonepur: 39
30. Sundargarh: 76
31. State Pool: 82

New recovery: 6799
Cumulative tested: 12836434
Positive: 863061
Recovered: 811780
Active cases: 47796

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୮-୪-୨୦୨୧((ବୁଧବାର))

Aren News

ଆଜି ସନ୍ଧ୍ୟାରେ ବାହାରିବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

Aren News

ସାବିତ୍ରୀ ବ୍ରତ ରେ ବର୍ଷର ଏକମାତ୍ର ସୂର୍ଯ୍ୟ ପରାଗ, ଭାରତରେ ଅଦୃଶ୍ୟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |