ତାଜା ଖବର
  • Home
  • ରାଜ୍ୟ
  • ଭଲ ଖବର – ବୌଦ୍ଧ ସହରରେ ୧୬ ରୁ ଦ୍ଵିତୀୟ ପର୍ଯ୍ୟାୟ ୧୮ ରୁ ଉର୍ଦ୍ଧ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହେବ
କରୋନା ଖବର ତାଜା ଖବର ରାଜ୍ୟ

ଭଲ ଖବର – ବୌଦ୍ଧ ସହରରେ ୧୬ ରୁ ଦ୍ଵିତୀୟ ପର୍ଯ୍ୟାୟ ୧୮ ରୁ ଉର୍ଦ୍ଧ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହେବ

ବୌଦ୍ଧ / ଏରନ୍ ନ୍ୟୁଜ / ୧୪ -୦୬   ବୌଦ୍ଧ ସହରରେ ବାସ କରୁଥିବା ୧୮ ରୁ ଉର୍ଦ୍ଧ ବୟସ୍କଙ୍କ ପାଇଁ ପୁଣି ଆସିଛି ଭଲ ଖବର l ଆସନ୍ତା ୧୬ ଜୁନ୍ ୨୦୨୧ରୁ ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେଉଅଛି। ଏହା କେବଳ ବୌଦ୍ଧ ବିଜ୍ଞପିତ ଅଂଚଳ ପରିଷଦ ଅଂଚଳରେ ହେବ। ଏଥିନିମନ୍ତେ Cowin portal ମାଧ୍ୟମରେ ହିତାଧିକାରୀଙ୍କୁ ପୂର୍ବରୁ ନିଜର ପଂଜିକରଣ କରିବା ସହ slot booking କରାଇବା ବାଧ୍ୟତାମୂଳକ ଅଟେ । slot booking କରାଇବାପାଇଁ ୧୫ ଜୁନ୍ (ମଙ୍ଗଳବାର), ଦିନ ୧ଘ. ସମୟରେ Slot ଖୋଲା ଯାଉଅଛି। ବୌଦ୍ଧ ଟାଉନ୍ ହଲ୍ ଠାରେ ଟିକାକରଣ କରାଯିବ ସମୟ ସକାଳ ୮ରୁ ମଧ୍ୟାହ୍ନ ୧ଘ. ରହିଛି l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ, ଗଜାନନ ବେଶରେ ଦର୍ଶନ ଦେଲେ

Aren News

ଅସହାୟ, ଗରିବଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱଚ୍ଛାସେବୀମାନେ

Aren News

କୋଇଲା ଚୁଲା ନିଆଁରେ ଜଳିଗଲେ ସ୍ତ୍ରୀ, ରକ୍ଷା କରିବାକୁ ଯାଇ ସ୍ବାମୀଙ୍କର ବି ମୃତ୍ୟୁ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |