ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ ଜିଲାରେ ବି ନକଲି ଔଷଧ : ବିଭିନ୍ନ ସ୍ଥାନରେ ଚଢ଼ାଉ, ନକଲି ଔଷଧ ଜବତ
ଅପରାଧ ତାଜା ଖବର ରାଜ୍ୟ

ବୌଦ୍ଧ ଜିଲାରେ ବି ନକଲି ଔଷଧ : ବିଭିନ୍ନ ସ୍ଥାନରେ ଚଢ଼ାଉ, ନକଲି ଔଷଧ ଜବତ

ବୌଦ୍ଧ / ଏରନ୍ ନ୍ୟୁଜ / ୧୪ -୦୬ ବୌଦ୍ଧ ଜିଲାର ବିଭିନ୍ନ ଔଷଧ ଦୋକାନ ଗୁଡିକରେ ଆଜି ଡ୍ରଗ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଜିଲାର ବଘିଆବାହାଲ ଓ ବାଉଁଶୁଣୀ ଠାରେ ଥିବା ଦୁଇଟି ଦୋକାନରୁ ନକଲି ସନ୍ଦେହରେ ବିଭିନ୍ନ ଔଷଧ ଜବତ କରାଯାଇଛି । ଏହା ସହିତ ୨ ଜଣ ଦୋକାନୀଙ୍କ ବିରୋଧରେ କେଶ ରୁଜୁ କରାଯାଇଛି । ଜବତ ଔଷଧର ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଡ୍ରଗ ନିରୀକ୍ଷକ ମୁକେଶ ଧରୁଆ ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ନକଲି ଔଷଧ ରାକେଟର ଲିଙ୍କ ବୌଦ୍ଧ ଜିଲାରେ ରହିଥିବା ସନ୍ଦେହ କରାଯାଉଛି । କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ଔଷଧର କଳାବଜାରୀ ଏବଂ ନକଲି ଔଷଧ ରାଜ୍ୟ ସାରା ଚଢ଼ାଉ କରାଯାଇଛି। ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ ପରେ ନକଲି ଔଷଧର କାରବାର ହେଉଥିବା ନେଇ ଦୁଇ ଜଣ ଦୋକାନୀଙ୍କ ନାମରେ ଡ୍ରଗ ଏଣ୍ଡ କସମେଟିକ ଆକ୍ଟ ୧୯୪୦ ରସେକ୍ସନ ୧୭ ବି(ସି), ସେକ୍ସନ ୧୮ (ଏ) (ଆଇ)ଅନୁଯାୟୀ ମକଦ୍ଦମା ରୁଜୁ ହୋଇଛି। ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବ୍ରିଟେନ କରୋନା : ୬୨ ଜଣ ବ୍ରିଟେନ ଫେରନ୍ତାଙ୍କ ପତା ମିଳୁ ନାହିଁ , ଚିନ୍ତାରେ ରାଜ୍ୟ ସରକାର

Aren News

ବିଜେଡି ର ଓଡିଶା – ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

Aren News

ଡାବୁଗାଁ : ସାଂସଦ ଓ ବିଧାୟକଙ୍କ ଦ୍ୱାରା ପ୍ରଥମ କିସ୍ତି ଭତ୍ତା ବଣ୍ଟନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |