ତାଜା ଖବର
  • Home
  • ରାଜ୍ୟ
  • କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ, ବଢ଼ିଲା ଆବେଦନର ସମୟ ସୀମା
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

କରୋନା ଯୋଗୁଁ ଓଜେଇଇ ପରୀକ୍ଷା ସ୍ଥଗିତ, ବଢ଼ିଲା ଆବେଦନର ସମୟ ସୀମା

ଭୁବନେଶ୍ବର / ଏରନ୍ ନ୍ୟୁଜ / ୧୪ -୦୬ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏସବୁ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଘୁଞ୍ଚାଯାଇଛି। ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ହେବାର ଥିଲା। ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ନୂତନ ତାରିଖ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟରେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଆବେଦନର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ । ଏଥି ପାଇଁ ସେମାନେ ୨୦୨୧ ଜୁଲାଇ ୧୪ ମଧ୍ୟରେ ଫି’ ଦାଖଲ କରିପାରିବେ । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ : କରୋନାମୁକ୍ତ ଜିଲାରେ ପୁନର୍ବାର ଜଣେ ପଜେଟିଭ

Aren News

ବୌଦ୍ଧ ଡାକ୍ତରଖାନା ପରିସରରେ ଖୋଲାରେ ପଡିଛି ରକ୍ତ ପାକେଟ, ସାଧାରଣରେ ପ୍ରତିକ୍ରିୟା

Aren News

ସମ୍ବଲପୁର: ମନ୍ଦିର ପ୍ରବେଶ କଲେ ନବ ଦେବଦମ୍ପତ୍ତି, ସରିଲା ଶୀତଳ ଷଷ୍ଠୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |