ତାଜା ଖବର
  • Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୬-୨୦୨୧((ସୋମବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୬-୨୦୨୧((ସୋମବାର))

🌹 ମହାବୀର ପଞ୍ଚାଙ୍ଗ🌹
🌹୧୪-୬-୨୦୨୧((ସୋମବାର))🌹
🌹ପ୍ରଥମ ରଜ ଓ ଉମା ଚତୁର୍ଥୀ🌹
🌺🌺🌺🌺🌺🌺🌺🌺🌺🌺🌺🌺
ବୃଷ ଦି୩୧ନ ଚତୁର୍ଥୀ ଦ୪୨।୪୨ ରାଘ୧୦।୧୩ ପୁଷ୍ୟା ଦ୩୯।୨୬ ରାଘ୮।୫୭ କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (IST)
ବୃଷ ଦ୪/୪୬/୧୦ ଇଂଘ ୫/୧୦/୪୬ ଗତେ ଉଦୟ
ବିଛା ଦ୫/୨୭/୪୦ ଇଂଘ୬/୨୧/୫ ୨ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ନୈରୃତେ । ରାତ୍ରି ଘ୧୦।୧୩ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମିଥୁନ ରାଶିର ଘାତବାର । ରାତ୍ରି ଘ୯।୫୭ ଗତେ ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଦ୍ବିଜା ରୋହିଣୀ ଆଦ୍ରା ପୁଷ୍ୟା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୬।୫୦ ଗତେ ଘ୮।୨୯ ମଧ୍ୟେ କାଳବେଳା । ଘ୩।୪ ଗତେ ଘ୪।୪୩ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୬ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୯।୫୭ ଗତେ ସମ୍ବତ୍ସର ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳକ (ମୂଳା) ରାତ୍ରି ଘ୧୦।୧୩ ଗତେ ଶ୍ରୀଫଳ (ବେଲ) ଭକ୍ଷଣ ନିଷେଧ । ଅଦ୍ୟ ଉମା ଚତୁର୍ଥୀ । ଅଦ୍ୟ ପ୍ରଥମ ରଜ । ପୃଥିବୀ ରଜସ୍ବାଳା । ତ୍ରିଦିନ ଭୂମି ଖନନ ନିଷେଧ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୮।୨୩ ଗତେ ଘ୯।୫୯ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୨।୪୬ ମଧ୍ୟେ ଘ୨।୨୨ ଗତେ ଘ୫।୮ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୪।୪୬ ଗତେ ଘ୫।୧୧ ମଧ୍ୟେ ।

🌹ମେଷ:

ଚାକିରି ବୃତ୍ତିରେ ଉନ୍ନତି ହେବ। ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ। ଘରକୁ କୌଣସି ବନ୍ଧୁ ଶୁଭ ସମାଚାର ନେଇ ଆସିବେ।

🌹ବୃଷ:

ଅତୀତ କଥାକୁ ନେଇ ପଶ୍ଚାତ୍ତାପ ହୋଇପାରେ। ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ।

🌹ମିଥୁନ:

ଆପଣଙ୍କର କୌଣସି ଆଶା ପୂରଣ ହେବ। ନିଜର କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ।

🌹କର୍କଟ:

ସ୍ବଭାବ ଟିକେ ଚିଡ଼ିଚିଡ଼ା ରହିବ। ପଡ଼ୋଶୀଙ୍କ ସହିତ ସାମାଜିକ କାର୍ଯ୍ୟ କରିବେ। ଚାକିରିଜୀବୀଙ୍କର ପଦୋନ୍ନତିର ପଥ ଖୋଲିବ।

🌹ସି˚ହ:

ବ୍ୟବସାୟରେ ତୁରନ୍ତ ସମାଧାନ ଲାଭପ୍ରଦ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।

🌹କନ୍ୟା:

ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ଡାକ୍ତର ଆଜି ନୂଆ ଚିକିତ୍ସାଳୟ ଆରମ୍ଭ କରିବେ। ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

🌹ତୁଳା:

ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

🌹ବିଛା:

କାରବାରରେ ଧନଲାଭର ସ୍ଥିତି ଉତ୍ପନ୍ନ ହୋଇପାରେ। ନିଜ ପରିସୀମାରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

🌹ଧନୁ:

ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ଗୃହିଣୀ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିପାରିବେ।

🌹ମକର:

ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ। ପରିବାରରେ ସୁଖଶାନ୍ତି କାଏମ୍‌ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଛାତ୍ରଙ୍କୁ ଭଲ ଖବର ମିଳିବ।

🌹କୁମ୍ଭ:

ଘରକୁ କୌଣସି ନୂଆ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଲାଭର ଯୋଗ ରହିଛି। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ।

🌹ମୀନ:

ପରିବାରର କୌଣସି ସଦସ୍ୟ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଖୁସି ଖବର ପାଇବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଭ ହେବ।

🌻🌻🌻🌻🌻🌻🌻🌻🌻🌻🌻🌻
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹
🌹 ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା଼ 🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌻🌻🌻🌻🌻🌻🌻🌻🌻🌻🌻🌻

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୪-୫-୨୦୨୧((ମଙ୍ଗଳବାର))

Aren News

ବୌଦ୍ଧରେ ୭ ଜଣ ଓ ରାଜ୍ୟରେ ୧୬୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୪୪,୧୯୩ କୁ ବୃଦ୍ଧି

Aren News

ସାବିତ୍ରୀ ବ୍ରତ ରେ ବର୍ଷର ଏକମାତ୍ର ସୂର୍ଯ୍ୟ ପରାଗ, ଭାରତରେ ଅଦୃଶ୍ୟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |