ତାଜା ଖବର
  • Home
  • ରାଜ୍ୟ
  • ଭଲ ଖବର : ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୭୭୩୩, ବୌଦ୍ଧ ଜିଲ୍ଲାରୁ ୨୦୯ ଆକ୍ରାନ୍ତ ସୁସ୍ଥ ହେଲେ
କରୋନା ଖବର ତାଜା ଖବର ରାଜ୍ୟ

ଭଲ ଖବର : ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୭୭୩୩, ବୌଦ୍ଧ ଜିଲ୍ଲାରୁ ୨୦୯ ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୩ -୦୬ ଆଜି ରାଜ୍ୟରୁ ଆଉ ୭ ହଜାର ୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୦୩, କଟକରୁ ୮୦୮, ଢେଙ୍କାନାଳରୁ ୪୯୯, ବାଲେଶ୍ବରରୁ ୩୯୩, ମୟୂରଭଞ୍ଜରୁ ୩୯୦, ଯାଜପୁରରୁ ୩୮୬, ଅନୁଗୁଳରୁ ୩୮୧, ପୁରୀରୁ ୩୫୩, ଭଦ୍ରକରୁ ୨୭୮, ସୁନ୍ଦରଗଡରୁ ୨୬୫, ବୌଦ୍ଧରୁ ୨୦୯, ରାୟଗଡାରୁ ୨୦୯, ଜଗତସିଂହପୁରରୁ ୨୦୦, ନବରଙ୍ଗପୁରରୁ ୧୯୬, କେନ୍ଦ୍ରାପଡାରୁ ୧୮୫, କୋରାପୁଟରୁ ୧୮୫, ବରଗଡରୁ ୧୮୪, କେନ୍ଦୁଝରରୁ ୧୭୨, କଳାହାଣ୍ଡିରୁ ୧୬୬, ନୟାଗଡରୁ ୧୫୧, ମାଲକାନାଗିରିରୁ ୧୨୩, ସମ୍ବଲପୁରରୁ ୧୦୭, ଗଞ୍ଜାମରୁ ୯୨, ବଲାଙ୍ଗୀରିରୁ ୮୧, ଝାରସୁଗୁଡାରୁ ୮୦, ସୋନପୁରରୁ ୬୩, ଦେବଗଡରୁ ୬୨, କନ୍ଧମାଳରୁ ୪୯, ଗଜପତିରୁ ୪୪, ନୂଆପଡାରୁ ୩୧ ଏବଂ ଷ୍ଟେଟ ପୁଲରୁ ୧୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୯୬ ହଜାର ୭୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୬୨୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲା ରେ ଆଜି ପୁଣି ୨ଟି ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୯-୬-୨୦୨୧((ମଙ୍ଗଳବାର))

Aren News

ଏସ.ଟି.ଏଫ ଚଢ଼ାଉ, ଚିତାବାଘ ଛାଲ ସହ ହାତୀ ଦାନ୍ତ ଜବତ, ୨ ବେପାରୀ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |