ତାଜା ଖବର
  • Home
  • ରାଜ୍ୟ
  • ପୁଣି ବଢ଼ିଲା , ବୌଦ୍ଧରେ ୯୦ ଜଣ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ
କରୋନା ଖବର ତାଜା ଖବର ରାଜ୍ୟ

ପୁଣି ବଢ଼ିଲା , ବୌଦ୍ଧରେ ୯୦ ଜଣ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ବୌଦ୍ଧ / ଏରନ୍ ନ୍ୟୁଜ / ୧୩ -୦୬ ରାଜ୍ୟରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଖସିଥିବା ବେଳେ ବୌଦ୍ଧ ଜିଲାରେ ବୃଦ୍ଧି ପାଇଛି l ସମସ୍ତେ ସତର୍କ ରୁହନ୍ତୁ , ମାସ୍କ ପିନ୍ଧନ୍ତୁ, ଘରେ ରୁହନ୍ତୁ – ସୁସ୍ଥ ରୁହନ୍ତୁ ଏହା ଆମ ନିବେଦନ । ବୌଦ୍ଧରେ ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହରଭଂଗା ବ୍ଳକର ପୀତାମ୍ବରପୂର ଗ୍ରାମ ପଂଚାୟତ ର ଶରଧାପୁର ଗ୍ରାମରେ ସର୍ବାଧିକ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବୌଦ୍ଧ ସହରରେ ୩ ଜଣ, ବୌଦ୍ଧ ବ୍ଳକରୁ – ୮ ଜଣ, ହରଭଂଗା ବ୍ଳକରୁ – ୫୮ ଜଣ , କଂଟାମାଳ ବ୍ଳକରୁ – ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତୀ ବଳିଆରସିଂ ସୂଚନା ଦେଇଛନ୍ତି । କରୋନା ରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୩୬ ହୋଇଥିବା ବେଳେ ୯୫୮୩ ଜଣ ସୁସ୍ଥ ହୋଇ ସାରିଛନ୍ତି l ସରକାରୀ ସୂଚନା ପ୍ରକାରେ ଜିଲା ରେ ମୋଟ ୭୧ ଜଣ କରୋନା ପଜିଟିଭଙ୍କ ମୃତ୍ୟୁ ହୋଇଅଛି l  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଗୋଟିଏ ଦିନରେ ଶତକ ପାର, ବୌଦ୍ଧରେ ୧୧୫ ଜଣ ଓ ରାଜ୍ୟରେ ୨୪୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଓୟୁଜେ ବୌଦ୍ଧ ଶାଖାର ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ

Aren News

ପୁଣି ବଢିଲା କଟକଣା , ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |