ତାଜା ଖବର
  • Home
  • ରାଜ୍ୟ
  • କରୋନା ଖବର, ରାଜ୍ୟରେ ୪୪୬୯ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ ୯୦
କରୋନା ଖବର ତାଜା ଖବର ରାଜ୍ୟ

କରୋନା ଖବର, ରାଜ୍ୟରେ ୪୪୬୯ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ ୯୦

ବୌଦ୍ଧ / ଏରନ୍ ନ୍ୟୁଜ / ୧୩ -୦୬ ରାଜ୍ୟରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଖସିଥିବା ବେଳେ ବୌଦ୍ଧ ଜିଲାରେ ବୃଦ୍ଧି ପାଇଛି l ସମସ୍ତେ ସତର୍କ ରୁହନ୍ତୁ , ମାସ୍କ ପିନ୍ଧନ୍ତୁ, ଘରେ ରୁହନ୍ତୁ – ସୁସ୍ଥ ରୁହନ୍ତୁ ଏହା ଆମ ନିବେଦନ । ବୌଦ୍ଧରେ ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତକାଲି ୪୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ଟୁଇଟ କରି ସୂଚନା ଜାରି କରିଛନ୍ତି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Covid-19 Report For 12th June

New Positive Cases: 4469
In quarantine: 2546
Local contacts: 1923

District Wise Cases:

1. Angul: 226
2. Balasore: 318
3. Bargarh: 85
4. Bhadrak: 165
5. Balangir: 56
6. Boudh: 90
7. Cuttack: 413
8. Deogarh: 23
9. Dhenkanal: 252
10. Gajapati: 26
11. Ganjam: 43
12. Jagatsinghpur: 140
13. Jajpur: 370
14. Jharsuguda: 27
15. Kalahandi: 92
16. Kandhamal: 28
17. Kendrapada: 59
18. Keonjhar: 96
19. Khurda: 612
20. Koraput: 87
21. Malkangiri: 75
22. Mayurbhanj: 216
23. Nawarangpur: 118
24. Nayagarh: 128
25. Nuapada: 14
26. Puri: 243
27. Rayagada: 137
28. Sambalpur: 61
29. Sonepur: 60
30. Sundargarh: 103
31. State Pool: 106

New recoveries: 7578
Cumulative tested: 12652397
Positive: 851782
Recovered: 789066
Active cases: 59361

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲାରେ ଶିବରାତ୍ରୀ , କରୋନା କଟକଣା ଯୋଗୁଁ ଫିକା ପଡିଲା

Aren News

ଓଡ଼ିଶା ମୋ ପରିବାର “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ

Aren News

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ , ରକ୍ତ ଦାନ ଶିବିର ଆୟୋଜିତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |