ତାଜା ଖବର
  • Home
  • ରାଜ୍ୟ
  • କିନ୍ନରଙ୍କ ପାଇଁ ଖୁସିଖବର – କିନ୍ନର ମାନଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ଦିଆଯିବ
ଅନ୍ୟାନ୍ୟ ତାଜା ଖବର ରାଜନୀତି ରାଜ୍ୟ

କିନ୍ନରଙ୍କ ପାଇଁ ଖୁସିଖବର – କିନ୍ନର ମାନଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ଦିଆଯିବ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୨ -୦୬ ରାଜ୍ୟ ସରକାର କିନ୍ନରଙ୍କ ପାଇଁ ଆଣିଛନ୍ତି ଖୁସି ଖବର । କିନ୍ନର ମାନଙ୍କୁ ଏବେ ଓଡ଼ିଶା ପୋଲିସରେ ନିଯୁକ୍ତି ଦିଆଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ଓ ୨୪୪ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ଏଥିରେ କିନ୍ନର ବା ତୃତୀୟ ଲିଙ୍ଗଙ୍କ ପାଇଁ ସୁଯୋଗ ରହିଛି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ମାତ୍ର ଜଣେ ଓ ରାଜ୍ୟରେ ୮୬୮ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ହଜାରେ ଟପିଲା ଓ ରାଜ୍ୟରେ ୩୯୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୨-୫-୨୦୨୧((ବୁଧବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |