ତାଜା ଖବର
  • Home
  • ଜୀବନଚର୍ଯ୍ୟା
  • ସାବିତ୍ରୀ ବ୍ରତ ରେ ବର୍ଷର ଏକମାତ୍ର ସୂର୍ଯ୍ୟ ପରାଗ, ଭାରତରେ ଅଦୃଶ୍ୟ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ସାବିତ୍ରୀ ବ୍ରତ ରେ ବର୍ଷର ଏକମାତ୍ର ସୂର୍ଯ୍ୟ ପରାଗ, ଭାରତରେ ଅଦୃଶ୍ୟ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୫ -୦୬   ଆସନ୍ତା ଜୁନ ମାସ ୧୦ ତାରିଖରେ ସାବିତ୍ରୀ ବ୍ରତ ରେ ବର୍ଷର ଏକମାତ୍ର ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଦିଶିବ। ତେବେ ଓଡ଼ିଶାରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୁହାଯାଇଛି। ଜୁନ ୧୦ ତାରିଖ ଭାରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ପରାଗ ହେବ। ପରବର୍ତ୍ତୀ ସୂର୍ଯ୍ୟପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ। ଜୁନ୍‌ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ। ସେହିଦିନ ହିଁ ସୂର୍ଯ୍ୟ ପରାଗ ହେବ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରାଜ୍ୟରେ ମ୍ୟାଟ୍ରିକ ଓ +୨ ପରୀକ୍ଷା ବିଳମ୍ବରେ ହେବ- ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ

Aren News

ବୌଦ୍ଧ ଜିଲା ପାଇଁ ଖୁସି ଖବର, ଆଜି ମାତ୍ର ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ୩୧୪୪

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୮-୫-୨୦୨୧((ମଙ୍ଗଳବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |