• Home
  • ରାଜ୍ୟ
  • ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୯-୫-୨୦୨୧((ଶନିବାର))
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୯-୫-୨୦୨୧((ଶନିବାର))

🌹 ମହାବୀର ପଞ୍ଚାଙ୍ଗ 🌹
🌹୨୯-୫-୨୦୨୧((ଶନିବାର)) 🌹
🌺🌺🌺🌺🌺🌺🌺🌺🌺🌺🌺🌺
ବୃଷ ଦି୧୫ନ ତୃତୀୟା ଦ୨।୪୬ ଘ୬।୧୭ ଚତୁର୍ଥୀକ୍ଷ ଦ୩।୨୧ ରାଘ୩।୩୭ ପୂର୍ବାଷାଢ଼ା ଦ୩୩।୨ ସଂଘ୬।୨୩ ଧନୁ ଚନ୍ଦ୍ର ଦ୪୭।୨୫ ରାଘ ୧୨।୯
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦି୧/୫୯/୩୦ ଇଂଘ ୫/୧୦/୫୧ ଗତେ ଉଦୟ
ବିଛା ଦ୨/୩୦/୧୦ ଇଂଘ୬/୧୬/୦୦ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଅଗ୍ନିକୋଣେ । ଦିବା ଘ୬।୧୭ ଗତେ ନୈରୃତେ । ରାତ୍ରି ଘ୩।୩୭ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତଚନ୍ଦ୍ର । ବୃଷ, ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ସନ୍ଧ୍ୟା ଘ୬|୨୩ ଗତେ ଶ୍ରବଣା, ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୧।୫୬ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୬।୪୮ ମଧ୍ୟେ ଘ୪।୩୯ ଗତେ ଘ୬।୧୬ ମଧ୍ୟେ କାଳବେଳା । ଘ୧।୨୫ ଗତେ ଘ୩।୨ ମଧ୍ୟେ ବାରବେଳା । ରାତ୍ରି ଘ୭।୩୯ ମଧ୍ୟେ ଘ୪।୮ ଗତେ ଘ୫।୧୧ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ସନ୍ଧ୍ୟା ଘ୨।୩ ଗତେ ପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ସନ୍ଧ୍ୟା ଘ୬।୨୩ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ ।ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପଟୋଳ ଦିବା ଘ୭।୧ ୭ ଗତେ ମୂଳକ (ମୂଳା) ରାତ୍ରି ଘ୩।୩୭ ଗତେ ଶ୍ରୀଫଳ (ବେଲ) ଭକ୍ଷଣ ନିଷେଧ ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) – ଦିବା ଘ୨।୪୭ ଗତେ ଘ୫।୧ ୧ ମଧ୍ୟେ ରାତ୍ରି ଘ୭।୪ ଗତେ ଘ୭।୫୨ ମଧ୍ୟେ ଘ୧୧।୫୨ ଗତେ ଘ୨।୧୬ ମଧ୍ୟେ ଘ୩।୫ ୨ ଗତେ ଘ୫।୧୧ ମଧ୍ୟେ ।(ମାହେନ୍ଦ୍ର) – ଦିବା ଘ୫।୫୯ ମଧ୍ୟେ ଘ୯।୧ ୧ ଗତେ ଘ୧୧।୩୫ ମଧ୍ୟେ ।

🌹ମେଷ:

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କୁ କାମରେ ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

🌹ବୃଷ:

ପ୍ରଗତିରେ ଅବରୋଧ ହୋଇପାରେ। କୌଣସି କାମ ପାଇଁ ଓକିଲଙ୍କ ସହିତ ପରାମର୍ଶ କରିବେ। ମଉଜ ମଜଲିସ ପାଇଁ ଭଲ ଅବସର ପାଇବେ।

🌹ମିଥୁନ:

ସବୁ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଲାଭର ଯୋଗ ରହିଛି। ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

🌹କର୍କଟ:

ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ।

🌹ସି˚ହ:

କିଛି ନୂଆ କରିବାକୁ ଭାବିବେ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତିରେ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

🌹କନ୍ୟା:

ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବଡ଼ ଅଧିକାରୀଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

🌹ତୁଳା:

ଭାଗ୍ୟର ସହଯୋଗ ପାଇବେ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରଖନ୍ତୁ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପରୀକ୍ଷାର ପ୍ରସ୍ତୁତି ଲାଗି ଦିନଟି ଭଲ।

🌹ବିଛା:

ଆପଣ ଆତ୍ମବିଶ୍ବାସର ସହିତ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆଇନକାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।

🌹ଧନୁ:

କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଲାଭ ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ ହେଲେ କିଛି କରିପାରିବେ ନାହିଁ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ।

🌹ମକର:

ଆପଣଙ୍କର ସ୍ବଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଭାବିଥିବା କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।

🌹କୁମ୍ଭ:

ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ ଦେବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ। ପ୍ରେମ ସାଗରରେ ବୁଡ଼ ପକାଇବେ।

🌹ମୀନ:

ଆତ୍ମବିଶ୍ବାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଅଚାନକ ଧନଲାଭ ହେବ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

🌻🌻🌻🌻🌻🌻🌻🌻🌻🌻🌻🌻
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ 🌹
🌹 ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା଼ 🌹
🌹ଦୂରଭାଷା-୯୯୩୭୦୬୭୦୫୦/୯୪୩୭୭୯୮୯୩୩ 🌹
🌻🌻🌻🌻🌻🌻🌻🌻🌻🌻🌻🌻

🌺🌺🌺🌺🌺🌺🌺🌺🌺🌺🌺🌺

Download our Apps from Play store / use below link
https://play.google.com/store/apps/details?id=com.arennews

🌺🌺🌺🌺🌺🌺🌺🌺🌺🌺🌺🌺

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଅଯୋଧ୍ୟାରେ ଭବ୍ୟ ଶ୍ରୀରାମମନ୍ଦିର ନିର୍ମାଣ ନିମନ୍ତେ ବୌଦ୍ଧ ଜିଲାରେ ଆଗାମୀ ୨୫ ତାରିଖରୁ ନିଧି ସଂଗ୍ରହ ଆରମ୍ଭ

Aren News

ବୋୖଦ୍ଧ : ପରିତ୍ୟକ୍ତ କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

Simun Naik

ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ଭଜନ ସିଡି ଓ ପୁସ୍ତକ ଲୋକାର୍ପଣ ଉତ୍ସବ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |