ତାଜା ଖବର
  • Home
  • ରାଜ୍ୟ
  • ବାଇକକୁ ପିଟିଲା ଟ୍ରକ, ବାପା ମା’ଙ୍କ ମୃତ୍ୟୁ, ଝିଅ ଗୁରୁତର
ଅପରାଧ ତାଜା ଖବର ରାଜ୍ୟ

ବାଇକକୁ ପିଟିଲା ଟ୍ରକ, ବାପା ମା’ଙ୍କ ମୃତ୍ୟୁ, ଝିଅ ଗୁରୁତର

ଯାଜପୁର / ଏରନ୍ ନ୍ୟୁଜ / ୧୧ -୦୪ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଠାରେ ୧୬ ନଂ ଜାତୀୟ ରାଜପଥ ଉପରେ ଏକ ବାଇକକୁ ଟ୍ରକ ଧକ୍‌କା ଦେବା ଫଳରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସାଙ୍ଗରେଥିବା ୮ ବର୍ଷର ଝିଅ ଗୁରୁତର ଆହାତ ହୋଇଅଛି । ମୃତ ବାପା ମା’ଙ୍କ ପରିଚୟ ମିଳିନଥିବା ବେଳେ ସେମାନେ କରଞ୍ଜିଆ ଅଂଚଳର ବୋଲି ଅନୁମାନ କରାଯାଉଛି ।

ଟ୍ରକ ଧକ୍‌କା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ବାଟରେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଗୁରୁତର ଆହାତ ଝିଅକୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

୭ ମାସ ହେଲା ପାଉଣା ପାଇବାରୁ ବଂଚିତ ୬୦ଜଣ ମିସ୍ତ୍ରୀ, ନିଦ୍ରାରେ ବ୍ଳକ ପ୍ରଶାସନ

Aren News

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧରୁ ପୁରୀକୁ ଗଲା ରଥକାଠ

Aren News

ବୌଦ୍ଧ : ଆଜି ଆଉ ୨ଜଣ ପ୍ରବାସୀ ଶ୍ରମିକ ପଜେଟିଭ ଭାବେ ଚିହ୍ନଟ, ସଂଖ୍ୟା ୪୦ କୁ ବୃଦ୍ଧି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |