ତାଜା ଖବର
  • Home
  • ରାଜ୍ୟ
  • ୧୦ ବର୍ଷ ପରେ ପୁଣି ବାହାରିଲା ରୂପା ଇଟା, ଏମାର ମଠ ପଛରୁ ୪୫ ଖଣ୍ଡ ଇଟା ଜବତ
ତାଜା ଖବର ଦେଶ- ବିଦେଶ ରାଜନୀତି ରାଜ୍ୟ

୧୦ ବର୍ଷ ପରେ ପୁଣି ବାହାରିଲା ରୂପା ଇଟା, ଏମାର ମଠ ପଛରୁ ୪୫ ଖଣ୍ଡ ଇଟା ଜବତ

ପୁରୀ / ଏରନ୍ ନ୍ୟୁଜ / ୧୦-୦୪ ୧୦ ବର୍ଷ ପରେ ପୁଣି ବାହାରିଛି ରୂପା ଇଟା, ଏମାର ମଠ ପଛରୁ ଦେବୋତ୍ତର ବିଭାଗ ୪୫ ଖଣ୍ଡ ରୂପା ଇଟା ଜବତ କରିଛି । ଏହି ରୂପା ଇଟା ଗୁଡିକ ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ଚଟାଣ ଖୋଳାଯାଇ ଜରି ଅଖା ଭିତରେ ଥିବା ଉଦ୍ଧାର କରାଯାଇଛି । ଦେବୋତ୍ତର ନୀରିକ୍ଷକ, ନୂଆ ଟ୍ରଷ୍ଟବୋର୍ଡ ଓ ପୁଲିସ ଉପସ୍ଥିତିରେ ରୂପାଇଟା ଉଦ୍ଧାର କରାଯାଇଥିବା ଜଣାପଡିଛି । ୨୦୧୧ ମସିହାରେ ୫୨୨ ଖଣ୍ଡ ରୂପାଇଟା ମଠ ପରିସରରୁ ଜବତ ହୋଇଥିଲା। ଆଜି ଜବତ ୪୫ ଖଣ୍ଡ ରୂପା ଇଟାର ମାଲିକାନାସତ୍ଵ ନେଇ ବିଭିନ୍ନ ବିବାଦ ଦେଖା ଦେଇଛି l ସବିଶେଷ ତଥ୍ୟ କୁ ଅପେକ୍ଷା କରାଯାଇଛି l  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଭଲ ଖବର – ୧୮ ବର୍ଷରୁ ଊର୍ଦ୍ଧ୍ୱ ଟିକା ନେବା ପାଇଁ ଆଜିଠୁ କରିବେ ପଞ୍ଜିକରଣ

Aren News

ବୌଦ୍ଧ ସମତେ ୧୬ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ

Aren News

ଯୁବ ବ୍ୟବସାୟୀ ରାଜା ଓ ଡା. ବିଶ୍ୱନାଥ ରାଉତଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |