ତାଜା ଖବର
  • Home
  • ରାଜ୍ୟ
  • ଗୁରୁଜିମୁଣ୍ଡା ଗ୍ରାମରୁ ଏକ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଜଣ ଗିରଫ
ଅପରାଧ ତାଜା ଖବର ରାଜ୍ୟ

ଗୁରୁଜିମୁଣ୍ଡା ଗ୍ରାମରୁ ଏକ କ୍ୱିଣ୍ଟାଲ ଗଂଜେଇ ଜବତ, ଦୁଇ ଜଣ ଗିରଫ

ବୌଦ୍ଧ / ଏରନ୍ ନ୍ୟୁଜ / ୧୦-୦୪ ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ଗୁରୁଜିମୁଣ୍ଡା ଗ୍ରାମରେ ଚଢାଉ କରାଯାଇ ଏକ କ୍ୱିଣ୍ଟାଲ ଗଂଜେଇ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦୁଇଜଣ ହେଲେ ଗୁରୁଜିମୁଣ୍ଡା ଗ୍ରାମର ବହଲପଡାର ଭାଗୀରଥୀ କହଁର ଓ ମଧୁସର କହଁର । ଗୁରୁଜିମୁଣ୍ଡା ଗ୍ରାମର ଭାଗୀରଥୀ କହଁର ବିପୁଳ ପରିମାଣର ଗଂଜେଇ ମହଜୁଦ ରଖିଥିବା ନେଇ ସୂଚନା ମିଳିବା ପରେ ଚଢାଉ କରାଯାଇଥିଲା । ଏହି ଚଢ଼ଉରେ ସଦରଥାନାର ଅଧିକାରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ପାଇଁ ଆବେଦନ ସମୟସୀମା ଜୁନ 21 ପର୍ଯ୍ୟନ୍ତ ବୃଦ୍ଧି

Aren News

ଲୋକନାଥ ହତ୍ୟାକାଣ୍ଡ ମାମଲାରେ ବିଜେପି ରାଜନୀତି କରୁଛି – ବିଜେଡି ନେତା କୃତ୍ତିବାସ ପାତ୍ର

Simun Naik

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୪-୪-୨୦୨୧((ଶନିବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |