ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ବୌଦ୍ଧ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବୌଦ୍ଧ / ଏରନ୍ ନ୍ୟୁଜ / ୧୦-୦୪ ବୈାଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଜିଲା କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ୩୧ଟି ମକଦ୍ଦମାର ବିଚାର କରାଯାଇ ଫଇସଲା କରାଯାଇଥିଲା । ଜୋରିମାନା ବାବଦକୁ ୨୩,୩୦,୬୩୫ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ବ୍ୟାଙ୍କର ୫ ଟି ପ୍ରାକ ମକଦ୍ଦମା ମାମଲାର ସମାଧାନ କରାଯାଇ ୧,୭୩,୧୦୦ ଟଙ୍କା ଆଦାୟ କରାଯାଇଥିଲା ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୈାରାଜଜ ସୁଶ୍ରୀ ପ୍ରତିମା ପଣ୍ଡା , ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ ସତ୍ୟନାରାୟଣ ଷଡଙ୍ଗୀ ଓ ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ । ଅଦାଲତରେ କ୍ରିମନାଲ କୋମ୍ପୋଣ୍ଡ , ମଟର ଦୁର୍ଘଟଣା, ପାରିବାରିକ, ଅନ୍ୟ ଦେୱାନୀ ଏବଂ ବ୍ୟାଙ୍କ କେସ ଗୁଡିକର ଫଇସଲା କରାଯାଇଥିଲା ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଥଣ୍ଡା ରେ ଥରିଲା ସମଗ୍ର ରାଜ୍ୟ, ବୌଦ୍ଧରେ ୧୦.୫ ଡିଗ୍ରୀ ରେକର୍ଡ, ଫୁଲବାଣୀରେ ୫.୫ ଡିଗ୍ରୀ

Aren News

ଲୋକନାଥ ହତ୍ୟାକାଣ୍ଡ ମାମଲାରେ ବିଜେପି ରାଜନୀତି କରୁଛି – ବିଜେଡି ନେତା କୃତ୍ତିବାସ ପାତ୍ର

Simun Naik

ଏଟିଏମ ଲୁଟ ଘଟଣା: ଉତ୍ତରପ୍ରଦେଶ ଗ୍ୟାଙ୍ଗର ୨ ଗିରଫ , ୧୨ ଟି ଏଟିଏମ୍ କାର୍ଡ ଜବତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |