ତାଜା ଖବର
  • Home
  • ରାଜ୍ୟ
  • ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ ଅବସରରେ ବୌଦ୍ଧ ଠାରେ ବୁଦ୍ଧିଜିବି ସମାବେଶ
ଅନ୍ୟାନ୍ୟ ତାଜା ଖବର ଦେଶ- ବିଦେଶ ରାଜନୀତି ରାଜ୍ୟ ସାହିତ୍ୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ ଅବସରରେ ବୌଦ୍ଧ ଠାରେ ବୁଦ୍ଧିଜିବି ସମାବେଶ

ବୌଦ୍ଧ / ଏରନ୍ ନ୍ୟୁଜ / ୦୯-୦୪ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ନ ମହତାବଙ୍କ ରଚିତ ପୁସ୍ତକ ଓଡିଶା ଇତିହାସ ର ହିନ୍ଦି ସଂସ୍କରଣ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହୋଇଅଛି । ପୁସ୍ତକ ଉନ୍ମୋଚନର ସିଧାସଳଖ ପ୍ରସାରଣ ଉତ୍ସବରେ ସାମିଲ ହେବା ପାଇଁ ବୌଦ୍ଧ ଟାଉନହଲ ଠାରେ ଏକ ବୁଦ୍ଧିଜିବି ସମାବେଶର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବୌଦ୍ଧ ର ଅନେକ ବୁଦ୍ଧିଜିବି, ସାମ୍ବାଦିକ ଓ ନାଗରିକମାନେ ଯୋଗଦେଇଥିଲେ ।

ସିଧାସଳଖ ପ୍ରସାରଣ ଉତ୍ସବରେ ସାମିଲ ହୋଇ ସମସ୍ତେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ଓ ବାର୍ତାକୁ ସାଧାରଣ ଲୋକେ ଦେଖି ଓ ଶୁଣି ପାରିଥିଲେ । ବୌଦ୍ଧ ଠାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଇଂ.ସଞ୍ଜୟ କୁମାର ପଣ୍ଡା ଓ ସୁଧିର କୁମାର ନାୟକ ଯୋଗଦେଇଥିଲେ । ଜିଲା ସଂଯୋଜକ ପ୍ରଶାନ୍ତ କୁମାର ରାଉତରାଏ ଓ ସଞ୍ଜିବ କୁମାର ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।    ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୋୖଦ୍ଧ: କରୋନା ସହିଦଙ୍କ ପାଇଁ ସ୍ମୃତିସଭା, ଶ୍ରଦ୍ଧାସୁମନ ଅର୍ପଣ

SASWAT

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ମାତ୍ର ଜଣେ ଓ ରାଜ୍ୟରେ ୮୬୮ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

କୋଭିଡ-19 ରିପୋର୍ଟ ନେଗେଟିଭ ଆସିଲେ ବି ରୁହନ୍ତୁ ସାବଧାନ, ଏହିସବୁ ଲକ୍ଷଣ କରନ୍ତୁନି ଅଣଦେଖା ।

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |