ତାଜା ଖବର
  • Home
  • ତାଜା ଖବର
  • ନକ୍ସଲଙ୍କ କବଳରୁ ମୁକ୍ତ ହେଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ, ୬ ଦିନ ପୂର୍ବରୁ ଅପହୃତ ହୋଇଥିଲେ
ଅପରାଧ ତାଜା ଖବର ଦେଶ- ବିଦେଶ ରାଜ୍ୟ

ନକ୍ସଲଙ୍କ କବଳରୁ ମୁକ୍ତ ହେଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ, ୬ ଦିନ ପୂର୍ବରୁ ଅପହୃତ ହୋଇଥିଲେ

ମାଲକାନଗିରି / ଏରନ୍ ନ୍ୟୁଜ / ୦୮ -୦୪ ମାଓବାଦୀଙ୍କ ଦ୍ୱାରା ୬ ଦିନ ପୂର୍ବରୁ ଅପହୃତ ହୋଇଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ଆଜି ମୁକ୍ତ ହୋଇଛନ୍ତି । ମାଓବାଦୀମାନେ ଯବାନ ରାକେଶ୍ୱର ସିଂହଙ୍କୁ ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ଛାଡ଼ିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଯବାନ ରାକେଶ୍ୱର ସିଂହ ଆଜି ମୁକ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ୩ ଏପ୍ରିଲରେ ଛତିଶଗଡ଼ର ବିଜାପୁର ସୁକ୍‌ମାରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ । ସୁକ୍‌ମାରେ ହୋଇଥିବା ମାଓ ଆକ୍ରମଣରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲ୍ଲା ହାବିଲଦାର କନେଷ୍ଟବଳ ସଂଘ ନିର୍ବାଚନ, ବୁଲୁ ସଭାପତି ଓ ହୃଷିକେଶ ସମ୍ପାଦକ ହେଲେ

Aren News

କରୋନା ପ୍ରଭାବ, ଚଳିତ ବର୍ଷ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୬-୪-୨୦୨୧, ମଙ୍ଗଳବାର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |