ତାଜା ଖବର
  • Home
  • ରାଜ୍ୟ
  • କାଠ ଚୋରା ଚାଲାଣ ବେଳେ ବିପୁଳ ପରିମାଣର କାଠ ସହ ଟ୍ରକ ଜବତ, ଦୁଇ ଜଣ ଗିରଫ
ଅପରାଧ ତାଜା ଖବର ରାଜ୍ୟ

କାଠ ଚୋରା ଚାଲାଣ ବେଳେ ବିପୁଳ ପରିମାଣର କାଠ ସହ ଟ୍ରକ ଜବତ, ଦୁଇ ଜଣ ଗିରଫ

ବୌଦ୍ଧ / ଏରନ୍ ନ୍ୟୁଜ / ୦୭ -୦୪ ବୌଦ୍ଧ ଜିଲ୍ଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଘଣ୍ଟାପଡା ନିକଟ ଜଙ୍ଗଲରୁ ବେଆଇନ ଭାଵରେ କାଠ ଚୋରା ଚାଲାଣ କରାଯାଉଥିବା ବେଳେ ଏକ ୧୦ ଚକିଆଟ୍ରକ ସହ ବିପୁଳ ପରିମାଣରେ କାଠ ଜବତ କରାଯାଇଛି , ଏହାସହ ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି। କାଠ ମାଫିଆ ଦ୍ବୟ ହେଲେ ସମ୍ବଲପୁର ଜିଲା କ୍ଷେତରାଜପୁର ଅଂଚଳର ।

କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ଦୁଇ ଗୋଟି ମୋବାଇଲ ଓ ଚାରି ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏଇ କାଠ ଗଣ୍ଡିକୁ ସେମାନେ ଛତିଶଗଡ଼ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ ବୋଲି ବୌଦ୍ଧ ଡି ଏ ଫ ଓ ସୂଚନା ଦେଇଛନ୍ତି।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ବସ୍ ଓ ଟ୍ୟାକ୍ସି, ଚାଲିବ ଟ୍ରେନ ଓ ବିମାନ – ଏସଆରସି ପ୍ରଦୀପ ଜେନା

Aren News

ମଦ ଦୋକାନ କାଉଣ୍ଟରରେ ମିଳିବ ମଦ – ରାଜ୍ୟ ଅବକାରୀ ବିଭାଗ

Simun Naik

ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ , ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |