ତାଜା ଖବର
  • Home
  • ରାଜ୍ୟ
  • ଅମାନିଆଙ୍କୁ ସାବାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବୌଦ୍ଧ ଜିଲା ରେ ପ୍ରଶାସନ ତତ୍ପର ହେଲା
କରୋନା ଖବର ତାଜା ଖବର ରାଜ୍ୟ

ଅମାନିଆଙ୍କୁ ସାବାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବୌଦ୍ଧ ଜିଲା ରେ ପ୍ରଶାସନ ତତ୍ପର ହେଲା

ବୌଦ୍ଧ / ଏରନ୍ ନ୍ୟୁଜ / ୦୭ -୦୪ ରାଜ୍ୟର କରୋନା ସ୍ଥିତିକୁ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଦୂରତା ରକ୍ଷାକରିବା ଏବଂ ମାକ୍ସ ପିନ୍ଧିବାକୁ ପୁନର୍ବାର ଗୁରୁତ୍ବ ଦେଇଛନ୍ତି ଏହାସହ ଅମାନିଆଙ୍କୁ ସାବାଡ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବୌଦ୍ଧ ଜିଲା ରେ ପ୍ରଶାସନ ତତ୍ପର ହୋଇଛି l ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସଚେତନ କରାଇଥିଲେ ।

ଆସନ୍ତା କାଲି ଠାରୁ ଜିଲା ରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନେଇ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡି କରାଯିବ ଓ ନିୟମ ଉଲ୍ଲଂଘନକାରୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସୁଚନା ଦିଆଯାଇଛି ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ପୁଅର ଶବକୁ କାନ୍ଧରେ ବୋହିଲା ବାପା, ସରକାରୀ ଯୋଜନା କାର୍ଯ୍ୟକାରିତାର ନଗ୍ନ ଚିତ୍ର

Aren News

ଦଶ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି : ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍‌ଆରସି

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୨୯ ଜଣ ଓ ରାଜ୍ୟରେ ୪୨୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |