ତାଜା ଖବର
  • Home
  • ରାଜ୍ୟ
  • ରିତାକାନ୍ତି ହେଲେ ବୌଦ୍ଧର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ
ତାଜା ଖବର ରାଜନୀତି ରାଜ୍ୟ

ରିତାକାନ୍ତି ହେଲେ ବୌଦ୍ଧର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ

ବୌଦ୍ଧ / ଏରନ୍ ନ୍ୟୁଜ / ୦୭ -୦୪ ରିତାକାନ୍ତି ବଳିୟାରସିଂ ବୌଦ୍ଧର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ୨୦୧୦ ମସିହା ଠାରୁ ବଲାଙ୍ଗିର ଜିଲା ପାଟଣଗଡ ଠାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ରିତାକାନ୍ତି ବଳିୟାରସିଂ ବୌଦ୍ଧର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସାମ୍ବାଦିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସ୍ୱାଗତ କରିଥିଲେ । ଏଠାରେ ଉଳ୍ଲେଖ ଯୋଗ୍ୟଯେ ଦିର୍ଘବର୍ଷ ହେଲା ବୌଦ୍ଧ ଜିଲାର ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀ ଖାଲି ରହିଥିଲା ଫଳରେ ସାମ୍ବାଦିକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ ।

 ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଶିକ୍ଷକ ବସନ୍ତ ସାହୁ ପାଇଲେ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର

Aren News

ଖସୁଛି କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୫ ଜଣ ଓ ରାଜ୍ୟରେ ୧୨୧୯ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧ: ପିଆଜ ଟ୍ରକରେ ଗଞ୍ଜେଇ ଚାଲାଣ, ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଜଣ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |