ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ ରେ ପାଳିତ ହେଲା ଉତ୍କଳ ଦିବସ ଏବଂ ପୋଲିସ ପ୍ରତିଷ୍ଠା ଦିବସ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ବୌଦ୍ଧ ରେ ପାଳିତ ହେଲା ଉତ୍କଳ ଦିବସ ଏବଂ ପୋଲିସ ପ୍ରତିଷ୍ଠା ଦିବସ

ବୌଦ୍ଧ / ଏରନ୍ ନ୍ୟୁଜ / ୦୧-୦୪ ବୌଦ୍ଧ ଠାରେ ଆଜି ଜିଲାସ୍ତରିୟ ଉତ୍କଳ ଦିବସ ଏବଂ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଉତ୍କଳ ଦିବସ ପାଳନ ଅବସରରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅନ୍ୟମାନଙ୍କ ସହ ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଓ ଅନ୍ୟ ମହାମନିଷିଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଛନ୍ତି । ସେହିପରି ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ଆଇଆରବି ପରିସରରେ ଅନୁଷ୍ଠିତ ହୋଇଛି । ଏସ୍‌ପି ଭି ରଘୁନାଥ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ପତକା ଉତୋଳନ କରିବା ସହ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ପ୍ଳାଜାମା ଡୋନର ଓ କରୋନା ସମୟରେ ଉଳ୍ଳେଖନିୟ ସେବା ଯୋଗାଇଥିବା ପୋଲିସ ଓ ଆଇଆରବି ଜବାନଙ୍କୁ ସମ୍ମାନୀତ କରିଥିଲେ । ପ୍ରଥମଥର ପାଇଁ ଅପରାଧିଙ୍କୁ ଧରିବାରେ ପୋଲିସକୁ ସହାୟତା କରିଥିବା ଦୁଇଜଣ ଯୁବକଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ପିଆଇବି ପକ୍ଷରୁ କୋଭିଡ-19 ପରିଚାଳନାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ୱେବିନାର ଆୟୋଜିତ

Aren News

ବୌଦ୍ଧ ଜିଲାରେ ଦୁର୍ନୀତି ନିବାରଣ ସଚେତନତା ନେଇ ଶପଥପାଠ

Aren News

ପୁଣି ରେକର୍ଡ କଲା ବୌଦ୍ଧ ଜିଲ୍ଲା, ଆଜି ୭୦ ଜଣ ଓ ରାଜ୍ୟରେ ୨୪୭୦ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |