ତାଜା ଖବର
  • Home
  • ରାଜ୍ୟ
  • ଫଗୁଣ ପୂର୍ଣ୍ଣମୀ ରେ ମାରୱାଡି ସମାଜ ପକ୍ଷରୁ ଭକ୍ତ ପ୍ରହ୍ଲାଦ ପୂଜା ଓ ହୋଲିକା ଦହନ
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ଫଗୁଣ ପୂର୍ଣ୍ଣମୀ ରେ ମାରୱାଡି ସମାଜ ପକ୍ଷରୁ ଭକ୍ତ ପ୍ରହ୍ଲାଦ ପୂଜା ଓ ହୋଲିକା ଦହନ

ବୌଦ୍ଧ / ଏରନ୍ ନ୍ୟୁଜ / ୨୮-୦୩ ଫଗୁଣ ପୂର୍ଣ୍ଣମୀ ଅବସରରେ ବୌଦ୍ଧ ମାରୱାଡି ସମାଜ ପକ୍ଷରୁ ମା’ ଭୈରବୀଙ୍କ ମନ୍ଦିର ପରିସରରେ ଭକ୍ତ ପ୍ରହ୍ଲାଦଙ୍କ ପୂଜା କରାଯିବା ସହ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ମାରୱାଡି ସୋସାଇଟି ଓ ମାରୱାଡି ଯୁବ ମଂଚ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବୌଦ୍ଧ ସହରର ସମସ୍ତ ମାରୱାଡି ପରିବାରର ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।

ସୋସାଇଟିର ସଭାପତି ଉମାଶଙ୍କର ଅଗ୍ରୱାଲା କର୍ତା ଭାବେ ଓ ପଣ୍ଡିତ ନାରାୟଣ ପଣ୍ଡା ପୂଜକ ଭାବେ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ପରେ ଫଗୁ ଖେଳ ଅନୁଷ୍ଠିତ ହୋଇଥିଲା । ଶେଷରେ ବଡମାନେ ସାନମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସାନମାନେ ବଡମାନଙ୍କ ଠାରୁ ଆର୍ଶିବାଦ ଗ୍ରହଣ କରିଥିଲେ ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୩୫ ଜଣ ଓ ରାଜ୍ୟରେ ୧୬୩୩ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧ ରେ ପାଳିତ ହେଲା ଉତ୍କଳ ଦିବସ ଏବଂ ପୋଲିସ ପ୍ରତିଷ୍ଠା ଦିବସ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୨୦ ଜଣ ଓ ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |