ତାଜା ଖବର
  • Home
  • ରାଜ୍ୟ
  • କରୋନା ସତର୍କତା : ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

କରୋନା ସତର୍କତା : ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ / ଏରନ୍ ନ୍ୟୁଜ / ୨୮-୦୩ ରାଜ୍ୟରେ କରୋନା ର ଦ୍ଵିତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଜି ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସବୁ ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ସବୁ ରବିବାର ଦିନ ଶ୍ରୀମନ୍ଦିରର ସାନିଟାଇଜେସନ କରାଯିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ସୂଚନା ଦେଇଛନ୍ତି।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସରକାରୀ ସ୍କୁଲରେ ବି ଭଲ ପାଠ ପଢ଼ାହୁଏ – ଏକ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚିତ୍ର

Aren News

ସାଙ୍ଗ କୁ ବଞ୍ଚାଇବାକୁ ଯାଇ ସାଙ୍ଗର ଜୀବନ ଗଲା, ମହାନଦୀ ରେ ବୁଡି ଦୁଇ ନାବାଳକ ମୃତ

Aren News

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନୂତନ କୃଷିନୀତି ସଂପର୍କରେ ସାମ୍ବାଦିକ ସମ୍ମିଳନୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |