• Home
  • ଅନ୍ୟାନ୍ୟ
  • ସାବରମତୀ ଦାଣ୍ଡି ମାର୍ଚ ଦିବସ ରେ ‘ପଡୋଶୀ ଯୁବ ସଂସଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନ୍ୟାନ୍ୟ ତାଜା ଖବର ଫଟୋ ଗ୍ୟାଲେରି ରାଜ୍ୟ

ସାବରମତୀ ଦାଣ୍ଡି ମାର୍ଚ ଦିବସ ରେ ‘ପଡୋଶୀ ଯୁବ ସଂସଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ / ଏରନ୍ ନ୍ୟୁଜ / ୧୨-୦୩ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଏବଂ ଲୋକ କଳା ବିକାଶ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ର ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ଯୁବ ସଂଯୋଜକ ବୀରେନ୍ଦ୍ର ବୋକେନ୍, ଭୈରବୀ ଜୁନିଅର ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।

ସାବରମତୀ ଦାଣ୍ଡି ମାର୍ଚ୍ଚ ର ଲାଇଭ ଭିଡିଓ ଦେଖା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯୁବ ଗୋଷ୍ଠୀ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାଜ ପାଇଁ ଭଲ କାମ କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଗଲା । ଆଜିର ଦିନରେ ଦାଣ୍ଡି ମାର୍ଚ ହୋଇଥିବାରୁ ଉପସ୍ଥିତ ସମସ୍ତ ଯୁବଗୋଷ୍ଠୀ ଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୩-୭-୨୦୨୧ )

Aren News

ଧଳପୁର ମହାନଦୀ ସେତୁ ନିର୍ମାଣ କାର୍ଯ୍ୟର କଚ୍ଛପ ଗତି ; ଜୁନ୍‍ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

Aren News

ସୁବର୍ଣ୍ଣୁପୁର : ଜିଲ୍ଲାର ଶିକ୍ଷା ବିଭାଗରେ ଶିକ୍ଷକ ବଦଳି ନେଇ ବ୍ୟାପକ ଅନିୟମିତତା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |