• Home
  • ରାଜ୍ୟ
  • ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୫୦ଟି ବାଇକ ଜବତ, ଗୋଟାକୁ ୧୭ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଅପରାଧ ତାଜା ଖବର ରାଜ୍ୟ

ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୫୦ଟି ବାଇକ ଜବତ, ଗୋଟାକୁ ୧୭ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା

ରାଉରକେଲା / ଏରନ୍ ନ୍ୟୁଜ / ୧୨-୦୩ ରାଉରକେଲାରେ ଏମଭି ଆକ୍ଟ ୧୯୨ ଓ ୧୯୦(ସି) ଉଲ୍ଲଂଘନ ଅଭିଯୋଗରେ ୫୦ଟି ବାଇକ ଜବତ କରାଯାଇ ମୋଟା ଜୋରିମାନା ଅର୍ଥ ଆଦାୟ କରାଯାଉଛି । ଟ୍ରାଫିକ୍ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୫୦ଟି ବାଇକକୁ ଜବତ କରାଯାଇଛି । ଏହା ସହ ବାଇକ ମାଲିକଙ୍କ ଠାରୁ ସାଢ଼େ ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି ୧୭ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଅର୍ଥ ଆଦାୟ କରାଯାଉଛି । ଏମଭି ଆକ୍ଟକୁ ଉଲ୍ଲଂଘନ କରି ବାଇକ୍, ବୁଲେଟ୍ ର ସାଇଲେନ୍ସର ପରିବର୍ତ୍ତନ କରି କେତେକ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି l  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ମଣ୍ଡି ପରିଚାଳନା ରେ ଅବହେଳା ଓ କଟନି ଛଟନି ପ୍ରତିବାଦରେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା

Aren News

ଭୁବନେଶ୍ୱର : ୪ କୋଟି ୫୦ ଲକ୍ଷ ଟଙ୍କାର ହେରୋଇନ ଜବତ, ୩ ଗିରଫ

Aren News

ପୁରୀ : ରଥଯାତ୍ରା ପାଇଁ ପୁରୀ ଜିଲାକୁ ସଟ୍‌ଡାଉନ୍‌ ଘୋଷଣା, କାଲି ଦିନ ୧୨ ଟାରୁ ରଥଟଣା ଆରମ୍ଭ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |