ତାଜା ଖବର
  • Home
  • ଅନ୍ୟାନ୍ୟ
  • ସ୍ୱଚ୍ଛ ଗ୍ରାମ , ସବୁଜ ଗ୍ରାମ , ସ୍ଵଜଳ ଗ୍ରାମ ଯୁବ ପ୍ରଶିକ୍ଷଣ ଶିବିର
ଅନ୍ୟାନ୍ୟ ତାଜା ଖବର ରାଜ୍ୟ

ସ୍ୱଚ୍ଛ ଗ୍ରାମ , ସବୁଜ ଗ୍ରାମ , ସ୍ଵଜଳ ଗ୍ରାମ ଯୁବ ପ୍ରଶିକ୍ଷଣ ଶିବିର

ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୦୩ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ସ୍ୱଚ୍ଛ ଗ୍ରାମ , ସବୁଜ ଗ୍ରାମ , ସ୍ଵଜଳ ଗ୍ରାମ ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ସୁନ୍ଦର ଗ୍ରାମ ଗଠନ ସହ ଶକ୍ତି ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ l ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ବୀରେନ୍ଦ୍ର ସିଂ ବୋକେନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l

ତାଲିମଦାତା ଭାବେ ଯୁବ ରେଡ୍ କ୍ରସ୍ ସମ୍ପାଦକ ପ୍ରବୀର କୁମାର ଦାସ , ପ୍ରଶିକ୍ଷକ ଭାବରେ ଆସମ।ନ୍ ମହାକୁଡ , ସମାଜ ସେବୀ ବିକାଶ ମହାକୁଡ, ନେହେରୁ ଯୁବ କେନ୍ଦ୍ର ର ସୁନିଲ ଖେତି , ଚିତ୍ତରଞ୍ଜନ ବେହେରା , ସୁନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛ ଗ୍ରାମ , ସବୁଜ ଗ୍ରାମ , ସ୍ଵଜଳ ଗ୍ରାମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ l ଶିବିରରେ ୭୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରି ଥିଲେ l   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ମଇ ୩୦ ତାରିଖ ଶନିବାର ସଂଧ୍ୟା ୫.୩୦ ମିନିଟ୍ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାନ୍ତୁ – ମୁଖ୍ୟମନ୍ତ୍ରୀ

Aren News

ବୌଦ୍ଧ ଜିଲ୍ଲାରେ ଆଜି ୩୭ ଜଣ କରୋନା ପଜିଟିଭ ଚିହ୍ନଟ

Aren News

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୮ ଜଣ ଓ ରାଜ୍ୟରେ ୯୮୬ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |