ତାଜା ଖବର
  • Home
  • ଅପରାଧ
  • ଗାଁକୁ ପଶିଲା ଦନ୍ତାହାତୀ, ତିନିକୋଶିଆ ଜଙ୍ଗଲ ନିଆଁକୁ ଲିଭାଇ ପାରୁନାହିଁ ବନ ବିଭାଗ
ଅପରାଧ ତାଜା ଖବର ରାଜ୍ୟ

ଗାଁକୁ ପଶିଲା ଦନ୍ତାହାତୀ, ତିନିକୋଶିଆ ଜଙ୍ଗଲ ନିଆଁକୁ ଲିଭାଇ ପାରୁନାହିଁ ବନ ବିଭାଗ

ବାଲେଶ୍ଵର / ଏରନ୍ ନ୍ୟୁଜ / ୦୫ -୦୩ ବାଲେଶ୍ୱର ଜ଼ିଲ୍ଲା ନୀଳଗିରି ତିନିକୋଶିଆ ଜଙ୍ଗଲରେ ଲାଗିଥିବା ନିଆଁକୁ ବନ ବିଭାଗ ଲିଭାଇ ପାରୁନାହିଁ l ଅନ୍ୟ ପକ୍ଷରେ ଜଙ୍ଗଲ ରେ ଥିବା ଟିଏ ଦନ୍ତାହାତୀ ଗାଁକୁ ପଶି ଆତଙ୍କ ଚଳାଇଛି। ନିଆଁ ଭୟରେ ଭାଲୁ ଓ ହାତୀ ଜନବସତି ମୁହାଁ ହୋଇଛନ୍ତି। ସଂରକ୍ଷିତ ଜଙ୍ଗଲ ଜଳିପୋଡି ପାଉଁଶ ହେଉଛି ଏହା ସହ ଅନେକ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ ହେଲାଣି l

ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି। ତିନି କୋଶିଆ ସଂରକ୍ଷିତ ଜଙ୍ଗଲ ସହ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଦମକଳ ବାହିନୀଙ୍କ ସହାୟତା ନେଇଛି l  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୋୖଦ୍ଧ ଗୋଟିଏ ଦିନ ରେ ଚିହ୍ନଟ ହେଲେ ୪୭ କୋରନା ପଜେଟିଭ।

SASWAT

ଆଜି ବିଶ୍ୱ ହସ୍ତୀ ଦିବସ : ହାତୀର ମୃତ ଦେହ ଉଦ୍ଧାର , କେତେ ସୁରକ୍ଷିତ ଆମ ଗଜରାଜ ?

Aren News

ମନମୁଣ୍ଡା ଠାରେ ୨ ଟି ଦୁର୍ଘଟଣା, ୧ ମୃତ, ୫ ଆହାତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |