ତାଜା ଖବର
  • Home
  • ଅପରାଧ
  • ପଂଚାୟତ ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କଲେ ନାହିଁ, ଉଚ୍ଚ ନ୍ୟାୟଳୟରେ ମାମଲା
ଅପରାଧ ତାଜା ଖବର ରାଜନୀତି ରାଜ୍ୟ

ପଂଚାୟତ ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କଲେ ନାହିଁ, ଉଚ୍ଚ ନ୍ୟାୟଳୟରେ ମାମଲା

ବୌଦ୍ଧ / ଏରନ୍ ନ୍ୟୁଜ / ୦୨-୦୩ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା କେତେକ ପ୍ରତିନିଧି ସେମାନଙ୍କ ନିର୍ବାଚନ ଖର୍ଚ୍ଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିନାହାନ୍ତି । ଏଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ଶଙ୍କର୍ଷଣ ବଘାର ଏକ ମାମଲା ଦାୟର କରିଥିଲେ । ବୌଦ୍ଧ ଜିଲାର କଣ୍ଟାମାଳ ବ୍ଳକରେ ୨୨ ଜଣ ସରପଞ୍ଚ, ୨୨ ଜଣ ସମିତିସଭ୍ୟ ଓ ୩ ଜଣ ଜିଲାପରିଷଦ ସଭ୍ୟ ସେମାନଙ୍କ ନିର୍ବାଚନ ଖର୍ଚ୍ଚ ନିୟମ ଅନୁଯାୟୀ ସମୟସୀମା ମଧ୍ୟରେ ଦାଖଲ କରିନଥିବାରୁ ସେମାନଙ୍କ ବିରୋଧରେ ଦୁଇମାସ ମଧ୍ୟରେ ପଦକ୍ଷେପ ନେବାକୂୁ ବୌଦ୍ଧ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ମାଡି ଆସୁଛି ସାମୁଦ୍ରିକ ଝଡ ‘ଅମ୍ଫାନ’ , ଦିଘାରେ କରିପାରେ ଲ୍ୟାଣ୍ଡଫଲ

Aren News

ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ କୁ ବୃଦ୍ଧି

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୩୨ ଜଣ ଓ ରାଜ୍ୟରେ ୨୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |