• Home
  • ଅନ୍ୟାନ୍ୟ
  • ମନ୍ଦିର ନିର୍ମାଣ ପାଇଁ ରାମ ମନ୍ଦିର ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା
ଅନ୍ୟାନ୍ୟ ତାଜା ଖବର ଦେଶ- ବିଦେଶ ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ମନ୍ଦିର ନିର୍ମାଣ ପାଇଁ ରାମ ମନ୍ଦିର ଟ୍ରଷ୍ଟର ଖାତାକୁ ଆସିଲାଣି ୧ହଜାର କୋଟି ଟଙ୍କା

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୨ -୦୨ ରାମ ମନ୍ଦିର ନିର୍ମାଣ ପାଇଁ ମାସକରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୦୦୦କୋଟି ଟଙ୍କ ବ୍ୟାଙ୍କ ଖାତାକୁ ଆସି ସାରିଛି ବୋଲି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବା କାର୍ଯ୍ୟ ଯୋରସୋରରେ ଚାଲିଛି । ସାରା ଦେଶରେ ପାଖାପାଖି ଦେଢ ଲକ୍ଷ କ୍ଷେତ୍ରୀୟ କମିଟି ଏହି କାର୍ଯ୍ୟ କରୁଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ଗ୍ରୁପ ସାରା ଦେଶରେ ଘରକୁ ଘର ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି । ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ୫ ମିଟର ଖନନ କାର୍ଯ୍ୟ ସରିଥିବା କୁହାଯାଉଛି ।  (ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )


sub
scribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କଙ୍ଗାରୁ କୋର୍ଟର କୁପରିଣତି, ପୋଲିସ ପକ୍ଷରୁ ୩୩ଜଣଙ୍କ ନାମରେ ମୋକଦ୍ଦମା

Aren News

ବୌଦ୍ଧ : ବନ୍ଦେ ଉତ୍କଳ ଜନନୀ ସଂଗିତରେ କମ୍ପିଲା ସହର, ସମସ୍ତେ ସାମିଲ ହେଲେ

Aren News

ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୫୦ଟି ବାଇକ ଜବତ, ଗୋଟାକୁ ୧୭ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |