ତାଜା ଖବର
  • Home
  • ଅନ୍ୟାନ୍ୟ
  • ସାର୍ଟିଫିକେଟ ଜାଲିଆତି ଘଟଣା, ବହିଷ୍କାର ହେଲେ ୪୦ ଶିକ୍ଷକ
ଅନ୍ୟାନ୍ୟ ଅପରାଧ ତାଜା ଖବର ରାଜନୀତି ରାଜ୍ୟ

ସାର୍ଟିଫିକେଟ ଜାଲିଆତି ଘଟଣା, ବହିଷ୍କାର ହେଲେ ୪୦ ଶିକ୍ଷକ

ବୌଦ୍ଧ / ଏରନ୍ ନ୍ୟୁଜ / ୨୦-୦୧ ଓଟିଇଟି ସାର୍ଟିଫିକେଟ ଜାଲିଆତି ହୋଇଥିବା ଘଟଣାରେ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୪୦ ଜଣ ଶିକ୍ଷକଙ୍କୁ ବିହିଷ୍କାର କରାଯାଇଛି । ସରକାର ୨୦୧୧ରେ ଓ.ଟି.ଇ.ଟି (ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)କୁ ଲାଗୁକରିଥିଲେ । ବୌଦ୍ଧ ଜିଲ୍ଲାରେ ଗଣ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ସତ୍ୟପାଠ ଯାଂଚବେଳେ ଜିଲ୍ଲାର ୪୦ ଜଣ ଶିକ୍ଷକଙ୍କ ଓ.ଟି.ଇ.ଟି ସାର୍ଟୀଫିକେଟ ଜାଲିଆତି ଥିବା ଘଟଣା ପଦାକୁ ଆସିଥିଲା । ସେଥିମଧ୍ୟରୁ ହରଭଙ୍ଗା ବ୍ଲକରୁ ୨୨ ଜଣଙ୍କର ବୈାଦ୍ଧବ୍ଲକରୁ ୯ ଜଣଙ୍କର ଓ କଣ୍ଟାମାଳ ବ୍ଲକରୁ ୯ ଜଣଙ୍କ ଓଟିଇଟି ସାର୍ଟିଫିକେଟ ଜାଲିଆତି ହୋଇଥିବା ଜଣାପଡିଥିଲା । ଡି.ପି.ସି କାର୍ଯ୍ୟାଳୟ ପକ୍ଷରୁ ୩୦ଦିନ ଭିତରେ ଓ.ଟି.ଇ.ଟି ସାର୍ଟିଫିକେଟର ଅସଲି ପ୍ରମାଣପତ୍ର ଦେବାକୁ ନୋଟିସ କରାଯାଇଥିଲା ମାତ୍ର ସେହି ୪୦ ଜଣ ଶିକ୍ଷକ ଅସଲି ପ୍ରମାଣପତ୍ର ଦାଖଲ କରିବାରେ ସମର୍ଥ ହୋଇନଥିଲେ ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲା କୋର୍ଟ କୋଠା କନଟେନମେଂଟ ଜୋନ ଘୋଷିତ, ୪୮ ଘଂଟା ପାଇଁ ବନ୍ଦ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୧୨ ଜଣ ଓ ରାଜ୍ୟରେ ୧୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ରାସ୍ତା କଡ଼ରେ ପଡିଛି କୋରନା ପିପିଇ କିଟ୍, ଲୋକେ ଭୟଭୀତ

SASWAT

ଏକ ମନ୍ତବ୍ୟ ଛାଡନ୍ତୁ |