ବୌଦ୍ଧ / ଏରନ୍ ନ୍ୟୁଜ / ୧୯ -୦୧ ଓଡିଶା ପ୍ରଦେଶ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ତାଙ୍କର ରାଜ୍ୟ ଟିମ ର ସମସ୍ତ ନବନିଯୁକ୍ତ ପଦାଧିକାରୀ ଙ୍କ ନାମ ଘୋଷଣା କରିଛନ୍ତି । ତାଙ୍କ ଟିମରେ ବୌଦ୍ଧ ଜିଲ୍ଲା ର ଦୁଇ ଜଣ ଯୁବ ମୋର୍ଚ୍ଚା କର୍ମୀଙ୍କୁ ସ୍ଥାନ ମିଳିଛି । ଯୁବ ମୋର୍ଚ୍ଚା କର୍ମୀ ଓମପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଓ ନାରାୟଣ କର୍ମୀଙ୍କୁ ରାଜ୍ୟ ଯୁବ ଭୋଟର କମିଟିର କୋଡିନେଟର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି l ଜିଲ୍ଲାର ଦୁଇ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଗୁରୁତ୍ୱପୂର୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ବିଜେପି ଯୁବ ମୋର୍ଚ୍ଚା ଓ ଦଳ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ଓ ସ୍ୱାଗତ କରାଯାଇଛି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id