ତାଜା ଖବର
  • Home
  • Other
  • ବୌଦ୍ଧ ରେ ପହଂଚିଲା ୧୯୫୦ ଟି କରୋନା ଟିକା
Other ତାଜା ଖବର ରାଜ୍ୟ

ବୌଦ୍ଧ ରେ ପହଂଚିଲା ୧୯୫୦ ଟି କରୋନା ଟିକା

ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୦୧ ଆଜି ବୌଦ୍ଧ ଜିଲ୍ଲାରେ ୧୯୫୦ ଟି କରୋନା ଟିକା ପହଂଚିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି । ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ଏକ ଗାଡି ଭୂବନେଶ୍ୱର ଯାଇ ସେଠାରୁ କରୋନା ଟିକା ଧରି ପୋଲିସ ସୁରକ୍ଷା ଭିତରେ ଆସିଅଛି । ଆସନ୍ତା ୧୬ ତାରିଖରେ ବୌଦ୍ଧ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ, ବାଉଁଶୁଣୀ ଡାକ୍ତରଖାନା ଓ ମନମୁଣ୍ଡା ଡାକ୍ତରଖାନାରେ ଟିକା ପ୍ରଦାନ କରାଯିବ । ପ୍ରାଥମିକସ୍ତରରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । (ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ ) 


subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା: ସମସ୍ତ ଆକ୍ରମଣକାରୀଙ୍କ ଗିରଫ ଦାବି – ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ

Aren News

୧୩ ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ

Aren News

କରୋନା ଆଶ୍ବସ୍ତି ବୌଦ୍ଧ ଜିଲ୍ଲାରେ ଆଜି ମାତ୍ର ୩ ଜଣ ଓ ରାଜ୍ୟରେ ୧୫୪୦ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |