ତାଜା ଖବର
  • Home
  • Other
  • ବୌଦ୍ଧ : ଟ୍ରକ ମାଲିକ ସଂଘ ଗଠିତ, ସନ୍ତୋଷ ସଭାପତି ଓ ରଣଜିତ ସଂପାଦକ
Other Photo Gallery ତାଜା ଖବର ରାଜ୍ୟ

ବୌଦ୍ଧ : ଟ୍ରକ ମାଲିକ ସଂଘ ଗଠିତ, ସନ୍ତୋଷ ସଭାପତି ଓ ରଣଜିତ ସଂପାଦକ

ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୦୧ ବୌଦ୍ଧ ଠାରେ ଆଜି ଏକ ନୂତନ ଟ୍ରକ ମାଲିକ ସଂଘ ଗଠିତ ହୋଇଛି । ଏହି ସଂଘରେ ସନ୍ତୋଷ କୁମାର ସାହୁ ସଭାପତି ଭାବେ ଓ ରଣଜିତ ସାହୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହିତ ରାଜ କିଶୋର ରାଜ ଉପ ସଭାପତି, ଅଜୟ କୁମାର ପଣ୍ଡା ସହକାରୀ ସଂପାଦକ ଓ ଶୁଭେନ୍ଦ୍ର ଶତପଥି କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଙ୍କପାଲ ଆମ୍ବ ବଗିଚାରେ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଅଛି । (ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୧୧ ଜଣ ଓ ରାଜ୍ୟରେ ୧୬୯୫ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧ ରେ ପହଂଚିଲା ୧୯୫୦ ଟି କରୋନା ଟିକା

Aren News

ଦୁର୍ଘଟଣାରେ ମୃତ୍ୟୁ : ରାସ୍ତା ଉପରେ ଶବ ରଖି ଅବରୋଧ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |