ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୦୧ ବୌଦ୍ଧ ଠାରେ ଆଜି ଏକ ନୂତନ ଟ୍ରକ ମାଲିକ ସଂଘ ଗଠିତ ହୋଇଛି । ଏହି ସଂଘରେ ସନ୍ତୋଷ କୁମାର ସାହୁ ସଭାପତି ଭାବେ ଓ ରଣଜିତ ସାହୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହିତ ରାଜ କିଶୋର ରାଜ ଉପ ସଭାପତି, ଅଜୟ କୁମାର ପଣ୍ଡା ସହକାରୀ ସଂପାଦକ ଓ ଶୁଭେନ୍ଦ୍ର ଶତପଥି କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଙ୍କପାଲ ଆମ୍ବ ବଗିଚାରେ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଅଛି । (ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id