ତାଜା ଖବର
  • Home
  • Other
  • ସରିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ, ୨୮୬୧ ବିଦେଶୀ ପକ୍ଷୀଙ୍କ ଆଗମନ
Other ତାଜା ଖବର ରାଜ୍ୟ

ସରିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ, ୨୮୬୧ ବିଦେଶୀ ପକ୍ଷୀଙ୍କ ଆଗମନ

ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୦୧ ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ଜିଲ୍ଲାକୁ ୫୦ରୁ ଉର୍ଦ୍ଧ୍ୱ ପ୍ରଜାତିର ୨୮୬୧ଟି ବିଦେଶୀ ପକ୍ଷୀ ଆସିଥିବା ବନ ବିଭାଗ ପକ୍ଷରୁ ପ୍ରକାଶ । ଗତ ବର୍ଷ ଠାରୁ ଚଳିତ ବର୍ଷ ଜିଲ୍ଲାକୁ ଅଧିକ ୨୮୨ଟି ବିଦେଶୀ ପକ୍ଷୀ ଆସିଛନ୍ତି । ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀଙ୍କ ନେତୃତ୍ୱରେ ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ନଦୀ ଓ ଜଳାଶୟ ଗୁଡିକରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ଅନେକ ସାଇବେରିଆରୁ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । (ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )


subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୮ ଜଣ ଓ ରାଜ୍ୟରେ ୯୮୬ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଲେହରେ ହଠାତ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ : କ୍ଷେତ୍ର ପରିସ୍ଥିତିର ସମୀକ୍ଷା କଲେ

Aren News

କରୋନା ଝଡରେ ହଜିଗଲା ଜିଲାପାଳଙ୍କ ପ୍ରତିଶୃତି, ମୃତ୍ୟୁ ଆଡକୁ ମୁହାଁଉଛନ୍ତି କିଡନୀ ରୋଗୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |