ତାଜା ଖବର
  • Home
  • Other
  • ସାଇବର ଅପରାଧ ରୋକିବା ପାଇଁ ପୋଲିସ ହେଲ୍ପ ଲାଇନ୍ ନମ୍ବର 7440006709
Other ଅପରାଧ ତାଜା ଖବର ରାଜ୍ୟ

ସାଇବର ଅପରାଧ ରୋକିବା ପାଇଁ ପୋଲିସ ହେଲ୍ପ ଲାଇନ୍ ନମ୍ବର 7440006709

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୭ -୦୧ ରାଜ୍ୟ ରେ ଦିନକୁ ଦିନ ସାଇବର ଅପରାଧ ତଥା ଅନଲାଇନ୍ ଠକେଇ ବଢ଼ିବାରେ ଲାଗିଛି l ରାଜ୍ୟ ବଢ଼ୁଥିବା ସାଇବର ଅପରାଧ ତଥା ଅନଲାଇନ୍ ଠକେଇ ରୋକିବା ପାଇଁ ପୋଲିସ ହେଲ୍ପ ଲାଇନ୍ ନମ୍ବର ୭୪୪୦୦୦୬୭୦୯ କମିଶନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଛି । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପୋଲସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ । ଠକାମୀର ଶିକାର ହେଲେ ସଙ୍ଗେ ସଙ୍ଗେ ପୋଲିସ ହେଲ୍ପ ଲାଇନ୍ ନମ୍ବର 7440006709ରେ କଲ୍ କରନ୍ତୁ । ଫଳରେ ପୋଲିସ ଠକ ମାନଙ୍କର ମୋବାଇଲ ନମ୍ବରକୁ ବ୍ଲକ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନର ଥାନାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ : ବିଶିଷ୍ଟ ଶିକ୍ଷାବିତ କୁମୁଦ ରଂଜନ ପଟ୍ଟନାୟକଙ୍କ ପରଲୋକ

Aren News

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୯୨.୩୭ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Aren News

ବୌଦ୍ଧରେ ୧୪ ଜଣ ଓ ରାଜ୍ୟରେ ୩୬୮୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ କୁ ବୃଦ୍ଧି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |