ତାଜା ଖବର
  • Home
  • Other
  • ଜାରି ରହିଛି ଶୀତ ଲହରି, ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ, ବୌଦ୍ଧ ୧୨.୫ ଡିଗ୍ରୀ
Other ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ଜାରି ରହିଛି ଶୀତ ଲହରି, ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ, ବୌଦ୍ଧ ୧୨.୫ ଡିଗ୍ରୀ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୯ -୧୨ ରାଜ୍ୟରେ ଜାରି ରହିଛି ଶୀତ ଲହରି l ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ l ଜାନୁଆରୀ ପହିଲାରୁ ରାଜ୍ୟରେ ଆହୁରି ବଢ଼ିବ ଶୀତ l ୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଶୁକ୍ରବାର ଦିନ ରାଜ୍ୟର ୧୦ ସହରର ପାରଦ ୧୩ ଡିଗ୍ରୀ ତଳେ ରହିଥିଲା । ଝାରସୁଗୁଡାର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ । ଫୁଲବାଣୀ ୯.୫, ଅନୁଗୁଳ ୧୦, ଦାରିଙ୍ଗବାଡି ୧୦, ବାରିପଦା ୧୦.୫, କୋରାପୁଟ ୧୧, କେନ୍ଦୁଝର ୧୧.୭, ସୁନ୍ଦରଗଡ ୧୨ ,ବଲାଙ୍ଗୀର ୧୨.୪, ବୌଦ୍ଧ ୧୨.୫, କଟକ ୧୩.୮ ଏବଂ ଭୁବନେଶ୍ୱରରେ ୧୬.୫ ଡିଗ୍ରୀ ରେକର୍ଡ ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର : ଅଜଣା ରୋଗରେ ୨ମାସରେ ୧୮ ମୃତ, ସ୍ୱାସ୍ଥ୍ୟ ବିଭାଗ ନିକଟରେ ଖବର ନାହିଁ ?

Aren News

ମନମୁଣ୍ଡା ଠାରେ ବାଇକ କୁ ଧକ୍‌କା ଦେଲା ବୋଲେରୋ , ବାଇକ ଚାଳକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା

Aren News

ସୁବର୍ଣ୍ଣପୁର:: ଜନ୍ମ କଲା ମା କୁ ହତ୍ୟା କଲା ପୁଅ ।

SASWAT

ଏକ ମନ୍ତବ୍ୟ ଛାଡନ୍ତୁ |