ତାଜା ଖବର
  • Home
  • Other
  • ଜିଲ୍ଲାପାଳ ଚାହିଁଲେ ଜିଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ଖୋଲିବା ଲାଗି ଅନୁମତି ଦେଇ ପାରିବେ
Other ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ଜିଲ୍ଲାପାଳ ଚାହିଁଲେ ଜିଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ଖୋଲିବା ଲାଗି ଅନୁମତି ଦେଇ ପାରିବେ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୧୪-୧୨ ନିଜ ନିଜ ଜିଲାରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି । ସେମାନେ ପରିଚାଳନା କମିଟି ସହ ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ନିର୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ । ଏ ନେଇ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ମାକ୍ସ, ସାନିଟାଇଜର ଓ ଭିଟାମିନ-C ର କଳା ବଜାରୀ, ଚଢ଼ା ଦରରେ ବିକ୍ରି

Simun Naik

୭ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନକଲି ପାନଜର୍ଦ୍ଦା ଓ ମୁଦୁକ ଜବତ, ନକଲି କମ୍ପାନୀ ଠାବ

Aren News

ବୌଦ୍ଧରେ ୧୦ ଜଣ ଓ ରାଜ୍ୟରେ ୧୮୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୫୦,୬୭୨ କୁ ବୃଦ୍ଧି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |